Looking for our company website?  
ବାଇଗଣର କାଣ୍ଡ ଏବଂ ଫଳବିନ୍ଧା ନିମନ୍ତେ ଫେରୋମନ ଯନ୍ତା
ଆରମ୍ଭ ହେବା ମାତ୍ରେ ଏକର ପିଛା 10ଟି ଲେଖାଏଁ ଫେରୋମନ ଯନ୍ତା ସ୍ଥାପନ କରନ୍ତୁ ଏବଂ ପ୍ରତିମାସରେ ପ୍ରଲୁବ୍ଧକାରକଗୁଡ଼ିକ ବଦଳାନ୍ତୁ । ଯନ୍ତାଗୁଡ଼ିକୁ ଫସଲଠାରୁ ଅଧଫୁଟ ଉଚ୍ଚତାରେ ଲଗାନ୍ତୁ । ଯନ୍ତ୍ରାରେ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
0
0
AgroStar Krishi Gyaan
Maharashtra
20 Oct 19, 12:00 PM
ପଶୁମାନଙ୍କର ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ
କେବଳ 15 ରୁ 20 ଦିନ ୟୁରିଆର ମିଶ୍ରଣ ପରେ ଚାରାକୁ ପଶୁଙ୍କୁ ଦିଆଯିବା ଉଚିତ; ଯଦି ସଂକ୍ରମଣ ଦେଖାଯାଏ ତେବେ ପଶୁମାନଙ୍କୁ ତୁରନ୍ତ ନିକଟସ୍ଥ ପଶୁ ଡାକ୍ତରଖାନାକୁ ନେବା ଉଚିତ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
73
0
କପାରେ ଗୋଲାପି ବଲଓ୍ୱର୍ମ ପରିସ୍ଥିତିରେ ଆପଣ କ’ଣ ପଦକ୍ଷେପ ନେବେ ?
ଏକର ପିଛା 10ଟି ଫେରୋମନ୍‌ ଟ୍ରାପ୍‌ ସ୍ଥାପନ କରନ୍ତୁ ଯଦି ପତଙ୍ଗଗୁଡ଼ିକ ନିୟମିତ ଭାବରେ ଏହି ଯନ୍ତାରେ ପଡନ୍ତି ତେବେ ପ୍ରଥମ ଥର 10 ଲିଟର ପାଣିରେ 10 ମିଲି ଲେଖାଏଁ ପ୍ରୋଫେନୋଫସ 50 ଇସି ଏବଂ ଦ୍ୱିତିୟ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
76
0
ଧାନ ଗନ୍ଧିପୋକ ସମ୍ପର୍କରେ ଜରୁରୀ ସୂଚନା
ଏହି ପୋକର ଶରୀରରୁ ଏକ କଦର୍ଯ୍ୟ ଗନ୍ଧ ବାହାରେ ତେଣୁ ଏହାକୁ ଗନ୍ଧି ପୋକ କୁହାଯାଏ। ଉଭୟ ଛୋଟ ଏବଂ ପରିପକ୍ୱ ପୋକ ଧାନରୁ ଶସ ଶୋଷି ନିଅନ୍ତି ଫଳରେ ଶସ୍ୟଗୁଡ଼ିକ ଶୁଖିଲା ହୋଇଯାଏ ଏବଂ ପରିପକ୍ୱ ହୁଏ ନାହିଁ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
59
0
AgroStar Krishi Gyaan
Maharashtra
18 Oct 19, 12:00 PM
ପଶୁଖାଦ୍ୟର ଉତ୍ତମ ରୂପେ ଯତ୍ନ ନିଆଯିବା ଉଚିତ
ଗୋଟିଏ ସ୍ଥାନରେ ବନ୍ଧା ଯାଇଥିବା ପଶୁମାନଙ୍କର ନଖଗୁଡ଼ିକୁ ସମୟ ସମୟରେ କଟାଯିବା ଉଚିତ ଲମ୍ୱା ନଖଗୁଡ଼ିକ ପଶୁଙ୍କର ଚଳପ୍ରଚଳରେ ଏକ ଅସୁବିଧାର କାରଣ ହୋଇପାରେ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
177
0
ଭେଣ୍ଡିରେ ଫଳ ବିନ୍ଧା
ବଢ଼ୁଥିବା ଫଳ ଭିତରେ ଲାର୍ଭା ପ୍ରବେଶ କରେ ଏବଂ ଭିତରୁ ଖାଇନିଏ। ପରିଣାମ ସ୍ୱରୂପ ଫଳଗୁଡ଼ିକ ବିକୃତ ହୋଇଯାଏ। ଆରମ୍ଭ ହେବା ମାତ୍ରେ ଏକ ବ୍ୟାକ୍ଟେରିଆ ବେସ୍‌ ପାଉଡର ବ୍ୟାସିଲସ୍ ଟୁରିଙ୍ଗି ଏନ୍‌ସିସ 20...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
88
5
କପା ପତ୍ର ଉପରେ କଳା ଧୂଆଁଳିଆ କବକ ରହିଛି କି ?
କଳା ଧୂଆଁଳିଆ କବକ ଜଉପୋକର ସ୍ରାବ ଦ୍ୱାରା ପତ୍ରଗୁଡ଼ିକ ଉପରେ ସୃଷ୍ଟି ହୁଏ ଯାହାକି ଗଛର ଆଲୋକ ସଂଶ୍ଲେଷଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଯଦି ଆଦ୍ରତା 80 %ରୁ ଅଧିକ ହୁଏ ତେବେ ଏଗୁଡ଼ିକର ସଂଖ୍ୟା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
192
28
AgroStar Krishi Gyaan
Maharashtra
16 Oct 19, 12:00 PM
ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ
ଗାଈଗୋରୁମାନଙ୍କୁ ପ୍ରଦୂଷିତ ପାଣିରୁ ଦୂରେଇ ରଖିବା ପାଇଁ ସେମାନଙ୍କୁ ନିର୍ମଳ ଏବଂ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବା ଆବଶ୍ୟକ । ଆବର୍ଜନାକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ବାନ୍ଧି ଫୋପାଡ଼ନ୍ତୁ ନାହିଁ କିମ୍ବା...
ପଶୁ ପାଳନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
145
0
ଭେଣ୍ଡିରେ ପତ୍ର ଝିଣ୍ଟିକାର ନିୟନ୍ତ୍ରଣ
କୀଟଗୁଡ଼ିକ ପତ୍ର ଭିତରେ ଅଣ୍ଡା ଦେଇଥାନ୍ତି ଏବଂ ଏହି କାରଣରୁ ଦେଖାଯାଏ ନାହିଁ । ଏହାର ଛୋଟ ଏବଂ ବଡ଼ କୀଟଗୁଡ଼ିକ ଚାରାଗଛଗୁଡ଼ିକୁ ଶୋଷିନିଅନ୍ତି, ଏହାଦ୍ୱାରା ପତ୍ରର ସ୍ତରଗୁଡ଼ିକ କମ୍‌ ହୋଇଯାଏ ଏବଂ ପତ୍ରର...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
119
6
ଏହା ଟମାଟୋ ଫଳ ଶୋଷକ ପତଙ୍ଗ
ଏହି ପତଙ୍ଗର ଲାର୍ଭା ଜମିରେ ଥିବା ଅନାବନା ଗଛ ଏବଂ ପ୍ରଜାପତିକୁ ଖାଇଥାଏ ଏବଂ ରାତିରେ ଏହି ପତଙ୍ଗ ଫଳରୁ ଫଳରସ ଶୋଷିଥାଏ । ଏହା ଫଳରେ ଫଳର ଚୋପାଗୁଡ଼ିକ ଛିଦ୍ର ଚାରିପାଖରେ ନରମ ହୋଇଯାଏ । ଫଙ୍ଗସ ଏବଂ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
166
17
AgroStar Krishi Gyaan
Maharashtra
14 Oct 19, 12:00 PM
ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ
ଆପଣଙ୍କ ଗାଈଗୋରୁଙ୍କୁ ରୋଗନାଶକ ସିଞ୍ଚନ ହୋଇଥିବା ଖାଦ୍ୟ ଖୁଆନ୍ତୁ ନାହିଁ କିମ୍ବା ସେମାନଙ୍କୁ ଚାରା ଦେବା ପୂର୍ବରୁ ସଫା ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ । ଗୋପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ କଳକାରଖାନା...
ପଶୁ ପାଳନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
65
0
ଆପଣ କପା ମିଲିବଗ୍‌ କିପରି ନିୟନ୍ତ୍ରଣ କରିବେ
ଆରମ୍ଭରେ, କେବଳ ସଂକ୍ରମିତ ଫସଲ ଉପରେ ସିଞ୍ଚନ କରନ୍ତୁ ଏବଂ ଏହା ଅଧିକ ବ୍ୟାପିବାକୁ ଅଟକାନ୍ତୁ । ଅଧିକ ସଂକ୍ରମିତ ହୋଇଥିବା ଫସଲକୁ କ୍ଷେତରୁ ବାହାର କରି ମାଟିରେ ପୋତି ଦିଅନ୍ତୁ । ପିମ୍ପୁଡିମାନେ ଏହାକୁ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
176
33
AgroStar Krishi Gyaan
Maharashtra
13 Oct 19, 06:00 AM
ଡାଳିମ୍ବ ଫଳବିନ୍ଧା ସମ୍ପର୍କରେ ଅଧିକ ଜାଣନ୍ତୁ
ଲାର୍ଭା ଗୋଟିଏ ଛିଦ୍ର କରି ଫଳ ମଧ୍ୟରେ ପ୍ରବେଶ କରେ ଏବଂ ବିକଶିତ ହେଉଥିବା ମଞ୍ଜିଗୁଡ଼ିକ ଖାଇଥାଏ। ଫଙ୍ଗସ୍‌-ବ୍ୟାକ୍ଟେରିଆ ମଧ୍ୟ ଏହି ଛିଦ୍ର ଦେଇ ପ୍ରବେଶ କରିପାରେ ଏବଂ ପଚିବା ପଚିଯାଇପାରେ। ଏସବୁ ଫଳରୁ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
83
4
AgroStar Krishi Gyaan
Maharashtra
12 Oct 19, 12:00 PM
ଆପଣଙ୍କ ପଶୁ ସମ୍ପଦକୁ ପ୍ରଦୂଷିତ ଖାଦ୍ୟ ଠାରୁ ଦୁରେଇ ରଖନ୍ତୁ
କେତେକ ସମୟରେ ରୋଗନାଶକ ଏବଂ କୀଟନାଶକ ଦ୍ୱାରା ପ୍ରଦୂଷିତ ହୋଇଥିବାଘାସ କିମ୍ବା ଖାଦ୍ୟ ଗାଈଗୋରୁଙ୍କୁ ଖୁଆଇ ଦିଆଯାଏ । ଏହା ପଶୁଙ୍କର ଶରୀର ମଧ୍ୟକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରବେଶ କରିଥାଏ...
ପଶୁ ପାଳନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
231
1
AgroStar Krishi Gyaan
Maharashtra
12 Oct 19, 06:00 AM
ଆତରେ ମିଲିବଗ୍‌ ସଂକ୍ରମଣର ପ୍ରତିକାର
ମିଲିବଗ୍‌ ଗୁଡ଼ିକ ଗଛ ଆଖପାଖ ମାଟିରେ ରହିଥାନ୍ତି । ଉପଯୁକ୍ତ ପରିବେଶ ପାଇଲେ ସେମାନେ ଗଛରେ ଚଢ଼ନ୍ତି ଏବଂ ବିକଶିତ ହେଉଥିବା ଫଳଗୁଡ଼ିକୁ ସଂକ୍ରମିତ କରନ୍ତି। ମାଟିଠାରୁ 1ରୁ 1.5ଫୁଟ ଉଚ୍ଚତାରେ ପ୍ଲାଷ୍ଟିକ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
125
5
ବନ୍ଧାକୋବିରେ ପତ୍ରଖିଆ ସଂବାଳୁଆ
ଛୋଟ ଲାର୍ଭାଗୁଡ଼ିକ ଏକାଠି ହୋଇ ରୁହନ୍ତି ଏବଂ ପତ୍ରର କ୍ଲୋରୋଫିଲକୁ ରାମ୍ପି ଖାଇ ନିଅନ୍ତି। ପରିପକ୍ୱ ଅବସ୍ଥାରେ ସେଗୁଡ଼ିକ ଭୟଙ୍କର ଭାବରେ ଖାଇ ଯାଆନ୍ତି ଏବଂ ପତ୍ରଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ଏଗୁଡ଼ିକ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
128
19
AgroStar Krishi Gyaan
Maharashtra
10 Oct 19, 12:00 PM
ଗାଈଗୋରୁଙ୍କ ଠାରେ ବାରମ୍ବାର ପ୍ରଜନନ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ
ଯେଉଁ ଗାବାଦି ପଶୁ ଥରେ କିମ୍ବା ଦୁଇଥର ପ୍ରସବ କରିଥା’ନ୍ତି ସେମାନଙ୍କ ଠାରେ ହିଁ ମୁଖ୍ୟତଃ ପୁନଃ ପ୍ରଜନନ ସମସ୍ୟା ରହିଥାଏ । ଗୋପାଳକ ଏହି ସମସ୍ୟା ପ୍ରତି ନିର୍ଦ୍ଧିଷ୍ଟ ଧ୍ୟାନ ଦେବା ଆବଶ୍ୟକ । ତୁରନ୍ତ...
ପଶୁ ପାଳନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
208
1
ଆପଣ କପାରେ ଏହି ପୋକ ଲକ୍ଷ୍ୟ କରିଛନ୍ତି କି?
ଏହା ଏକ କ୍ଷୁଦ୍ର କୀଟ ଯାହାକୁ କି ଫ୍ଲାଟିଡ୍‌ ହପର୍‌ କୁହାଯାଏ। ଏହା କପା ଫସଲର ଚାରାଗୁଡ଼ିକ ଶୋଷିନିଏ। କିନ୍ତୁ ଏହା କୌଣସି ଅର୍ଥନୈତିକ କ୍ଷତି କରେ ନାହିଁ। ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ କୌଣସି...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
223
33
ବାଇଗଣରେ କାଣ୍ଡ ଏବଂ ଫଳବିନ୍ଧା ପୋକ ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରନ୍ତି ?
ପ୍ରତ୍ୟେକ ଅମଳ ସମୟରେ ପୋକ ଖାଇଯାଇଥିବା ଫଳଗୁଡ଼ିକୁ ସଂଗ୍ରହ କରି ନଷ୍ଟ କରନ୍ତୁ ଏବଂ ୧୦ଲିଟର ପାଣିରେ ୪ମିଲି ହାରରେ କ୍ଲୋରାଣ୍ଟ୍ରାନିଲିପ୍ରୋଲ୍‌ ୫ ଡବ୍ଲୁଜି କିମ୍ବା ୧୦ ଗ୍ରାମ ହାରରେ ଥିଓଡିକାର୍ବ ୭୫...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
200
23
AgroStar Krishi Gyaan
Maharashtra
08 Oct 19, 12:00 PM
ଗାଈଗୋରୁଙ୍କ ଠାରେ ବାରମ୍ବାର ପ୍ରଜନନ ସମସ୍ୟା
ଗାଈ ଏବଂ ମଇଁଷିଙ୍କ ନିମନ୍ତେ ବାରମ୍ବାର ପ୍ରଜନନ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଏହି ସମସ୍ୟା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଗୋପାଳକଙ୍କ ଆର୍ଥିକ କ୍ଷତି କରିଥାଏ । ଏହି କାରଣରୁ ପଶୁସମ୍ପଦର ପ୍ରଜନନ...
ପଶୁ ପାଳନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
412
0
ବେଶି ଦେଖନ୍ତୁ