Looking for our company website?  
ଆଳୁ କଟା ପୋକ
ଗଛଗୁଡ଼ିକର ଗଜା ବାହାରିବା ପରେ ସଁବାଳୁଆମାନେ ରାତିରେ ମାଟି ନିକଟରେ ଥିବା କାଣ୍ଡ କାଟିଦିଅନ୍ତି। ଏହି ଅଙ୍କାବଙ୍କା ଲାର୍ଭା ଦିନ ସମୟରେ ଲୁଚି ଯାଆନ୍ତି କିମ୍ବା ଅନାବନା ଗଛ ଭିତରେ ଲୁଚି ଯାଆନ୍ତି ।...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
32
0
ଏହି କୀଟ ଗହମ ଫସଲ ଗଜା ହେବା ମାତ୍ରେ ନଷ୍ଟ କରିଦେଇପାରେ
ଏହାକୁ ଉପର ଘାସ ଝିଣ୍ଟିକା କୁହାଯାଏ। ମାଈ କୀଟଗୁଡ଼ିକ ମାଟିରେ ଅଣ୍ଡା ଦିଅନ୍ତି ଏବଂ ସେଥିରୁ ବାହାରୁଥିବା ଅବିକଶିତ କୀଟ କ୍ଷେତ ସୀମାରେ ଥିବା ଛୋଟ ଅନାବନା ଗଛ ଖାଇ ଥାନ୍ତି । ଅବିକଶିତ ଏବଂ ପରିପକ୍ୱ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
45
0
ଏହି ପରଜୀବୀ ବିଷୟରେ ଅଧିକ ଜାଣନ୍ତୁ
ଏହି ପରଜୀବୀକୁ ଆପେଣ୍ଟିଲିସ୍‌ ମାଛି କୁହାଯାଏ । ଏହି ପରଜୀବୀର ପ୍ରାପ୍ତ ବୟସ୍କ ମାଈ ପତଙ୍ଗ ଏହାର ଅଣ୍ଡାକୁ ଫସଲର ଅସଂଖ୍ୟ କ୍ଷତି କରୁଥିବା ସଁବାଳୁଆ ଶରୀରରେ ଭର୍ତ୍ତି କରିଦିଏ । ଫଳରେ ଲାର୍ଭା ନିଜର...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
80
1
ଜିରା ବୁଣିବା ସମୟରେ ଏହି ଉପଚାର ଅନୁସରଣ କରନ୍ତୁ
ନଭେମ୍ବର ମାସର ପ୍ରଥମ ପକ୍ଷରେ ଜିରା ବୁଣିବା ସମ୍ପୂର୍ଣ୍ଣ କରିବା ପାଇଁ ଆଶା କରାଯାଉଛି । ମାଟିରେ ହେକ୍ଟର ପିଛା 1 ଟନ୍‌ ହାରରେ ଜଡ଼ା କିମ୍ବା ନିମ୍ବ ପିଡ଼ିଆ ପ୍ରୟୋଗ କରନ୍ତୁ । ବିହନ ଉପଚାର ପାଇଁ 10...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
49
0
ଭେଣ୍ଡି ହଳଦିଆ ଶିରା ମୋଜାଇକ୍‌
ଏହି ଭୂତାଣୁ ଜନିତ ରୋଗ ଗୋଟିଏ ଗଛରୁ ଅନ୍ୟକୁ ଧଳା ପତଙ୍ଗ ଦ୍ୱାରା ବ୍ୟାପିଥାଏ । ଭୂତାଣୁଜନିତ ରୋଗର ଅଧିକ ପରିମାଣ ପରିମାଣ କ୍ଷେତ୍ରରେ ଫୁଲଗୁଡ଼ିକ ହଳଦିଆ ହୋଇଯାଏ ଯାହାକି ବିକ୍ରୟ ପାଇଁ ଅପର୍ଯ୍ୟାପ୍ତ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
45
0
ନାଲି କପା ପୋକ ବିଷୟରେ ଅଧିକ ଜାଣନ୍ତୁ
ନାଲି ରଙ୍ଗର ଅବିକଶିତ କୀଟ ଏବଂ ପରିପକ୍ୱ କୀଟର ସବୁଜ ବଲ୍‌ରେ ଥିବା ମଞ୍ଜିରୁ ଗଜାଗୁଡ଼ିକୁ ଶୋଷି ନିଅନ୍ତି । ସେମାନଙ୍କର ସ୍ରାବ ଏବଂ ମଳ ଯୋଗୁଁ ଅବାଞ୍ଛିତ ବ୍ୟାକ୍ଟେରିଆ ଏବଂ ଫିମ୍ପି ସୃଷ୍ଟି ହୁଏ ଓ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
54
7
ଫଳ ଶୋଷକ ପ୍ରଜାପତିମାନେ ଟମାଟୋକୁ ମଧ୍ୟ ନଷ୍ଟ କରିପାରନ୍ତି
ଫଳ ଶୋଷକ ପତଙ୍ଗ ଲେମ୍ବୁ, କମଳା, ପିଜୁଳି ଏବଂ ଡାଳିମ୍ବ ଇତ୍ୟାଦିକୁ ନଷ୍ଟ କରିଥାଏ। ଏଥିସହିତ ସେମାନଙ୍କର ପରିବର୍ତ୍ତିତ ପାଟି ଦ୍ୱାରା ଟମାଟୋର ରସ ଶୋଷି ସେଗୁଡ଼ିକୁ ନଷ୍ଟ କରିଥାଏ। ଫଳ ଉପରେ ଅସଂଖ୍ୟା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
191
13
ଆପଣଙ୍କ ଫସଲରେ ଏସବୁ ଅଣ୍ଡା କ’ଣ ?
ଏହି କଙ୍କି ଅଣ୍ଡାଗୁଡ଼ିକ ହିତକାରୀ କୀଟ । ଏଥିରୁ ବାହାରୁଥିବା ଲାର୍ଭାଗୁଡ଼ିକ କ୍ଷତିକାରକ ପୋକ ଯେମିତିକି ଆଫିଡ୍‌, ଜସିଡ୍‌, ଥ୍ରୀପ୍ସ ପରି ଝିଣ୍ଟିକା, ଧଳାପତଙ୍ଗ ଏବଂ ପ୍ରଥମ ପର୍ଯ୍ୟାୟରେ ଥିବା ପତ୍ରଖିଆ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
60
1
ଏହି ଖାଦକ, ଝିଣ୍ଟିକା ବିଷୟରେ ଅଧିକ ଜାଣନ୍ତୁ
ମାଣ୍ଟିଡ୍‌ ବା ଏହି ବଡ଼ ଝିଣ୍ଟିକାର ଏକ ସ୍ୱତନ୍ତ୍ର ପ୍ରକାରର ହଳେ ଆଗ ଗୋଡ଼ ଥାଏ। ଏହି ଗୋଡ଼ ସାହାଯ୍ୟରେ ଛୋଟ ଛୋଟ ବିଭିନ୍ନ ପ୍ରକାରର କୋମଳ ଅଙ୍ଗ ଥିବା ପୋକ ଯଥା , ଆଫିଡ୍‌, ଜସିଡ୍‌ ପରି ଝିଣ୍ଟିକା,...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
44
0
ଆପଣ କପାରେ କିଭଳି ଭାବରେ ଗୋଲାପି ବଲଓ୍ୱାର୍ମ ସଂକ୍ରମଣ ଚିହ୍ନିପାରିବେ ?
ଖୋଲି ଯାଇଥିବା ଫୁଲ, ବଲଗୁଡ଼ିକର ଆକୃତି ସାମାନ୍ୟ ପରିବର୍ତ୍ତନ ହେବା, ବଲ୍‌ଗୁଡ଼ିକରେ ଛୋଟ ଛିଦ୍ର, ଛୋଟ ଗୋଲାପି ଲାର୍ଭା କିମ୍ବା ଖାଲି କୋଷା ଦେଖାଯିବା, ମଞ୍ଜି ଖିଆ ଯାଇଥିବା ଇତ୍ୟାଦି ଗୋଲାପି ବଲଓ୍ୱାର୍ମ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
33
0
ଅଙ୍ଗୁର ଝିଣ୍ଟିକାର ନିୟନ୍ତ୍ରଣ
ସଂକ୍ରମିତ ଲାର୍ଭା ଉପରେ ଧଳାଗାର ଦେଖାଯାଏ। ଅଧିକ ସଂକ୍ରମଣ କ୍ଷେତ୍ରରେ ଛୋଟ ଫଳଗୁଡ଼ିକ ଅପରିପକ୍ୱ ଭାବରେ ଖସି ପଡ଼େ। ଆରମ୍ଭ ହେବା ମାତ୍ରେ 10 ଲିଟର ପାଣିରେ 4 ମିଲି ହାରରେ ସିଣ୍ଟ୍ରାନିଲିପ୍ରୋଲ 10.26...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
231
43
AgroStar Krishi Gyaan
Maharashtra
18 Nov 19, 12:00 PM
ଗାଈଗୋରୁମାନଙ୍କ ଚାରା ନିମନ୍ତେ ସବୁଜ ଚାରା ସହିତ ଶୁଖିଲା ଖାଦ୍ୟର ମିଶ୍ରଣ
ସବୁଜ ଚାରା ସହିତ ଶୁଖିଲା ଖାଦ୍ୟକୁ ମିଶାଇ ଗାଇଗୋରୁମାନଙ୍କୁ ଖାଇବାକୁ ଦିଆଯିବା ଉଚିତ, ଯାହା ପୋଷକତତ୍ତ୍ୱର ଗୁଣବତ୍ତା କୁ ବୃଦ୍ଧି କରିଥାଏ ଏବଂ ହଜମରେ ଉନ୍ନତ ସାଧନ କରିଥାଏ l
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
180
0
ବାଇଗଣ ଫଳ ବିନ୍ଧାରେ ଆପଣ କେଉଁ କୀଟନାଶକ ସିଞ୍ଚନ କରୁଛନ୍ତି ?
ଯଦି ଫଳ ତୋଳିବା ସମୟରେ ଏହି ଲାଭାର ସଂକ୍ରମଣ ଯୋଗୁଁ 5 କିମ୍ବା 5%ରୁ ଅଧିକ ସଂକ୍ରମିତ ଫଳ ଚିହ୍ନଟ ହୁଏ, ତେବେ 10 ଲିଟର ପାଣିରେ 10 ମିଲି ହାରରେ ଥିଆକ୍ଲୋପ୍ରିଡ୍‌ 21.7 SC କିମ୍ବା 5 ମିଲିହାରରେ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
45
8
ଆଖୁବିନ୍ଧା ସଂକ୍ରମଣ
ବିଭିନ୍ନ ପ୍ରକାର ବିନ୍ଧା ପୋକ ଆଖୁ ଫସଲକୁ ନଷ୍ଟ କରିଥାନ୍ତି । ଏହି ନଷ୍ଟ ଯୋଗୁଁ ଗଛ ‘‘ଶୁଖିଯାଏ’’ ଏବଂ ଫଳରେ ଗଛର ବୃଦ୍ଧି ଠିକ୍‌ ଭାବରେ ହୋଇପାରେ ନାହିଁ। ଆଖୁରେ କୀଟନାଶକ ସିଞ୍ଚନ କରିବା ଏକ କଷ୍ଟକର...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
92
13
AgroStar Krishi Gyaan
Maharashtra
16 Nov 19, 12:00 PM
ପଶୁପାଳନ ପାଇଁ ସବୁଜ ଗୋଖାଦ୍ୟ ଲାଭଦାୟକ ଅଟେ
ନିୟମିତ ରୂପେ ଦୁଗ୍ଧାଳୀ ପଶୁମାନଙ୍କୁ ସବୁଜ ଗୋଖାଦ୍ୟ ଦେବା ଫଳରେ ଦୁଗ୍ଧ ଉତ୍ପାଦନ ଲାଭଦାୟକ ହୋଇପାରେ | ପଶୁମାନେ ସବୁଜ ଗୋଖାଦ୍ୟକୁ ସହଜରେ ଚୋବାଇପାରନ୍ତି |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
209
0
ବନ୍ଧାକୋବିରେ ହୀରକ ପିଠିଆ ପ୍ରଜାପତି ପାଇଁ ମଧ୍ୟବର୍ତ୍ତୀ ଫସଲ ଏବଂ ଟ୍ରାପ୍‌ ଫସଲ
ଯଦି ହୀରକପିଠିଆ ପତଙ୍ଗର ପରିମାଣ ଅଧିକ ରୁହେ, ତେବେ ବନ୍ଧାକୋବି ଫସଲ ସହ ଟମାଟୋକୁ ଅନ୍ତରୀଣ ଫସଲ ଭାବରେ ଏବଂ ସୋରିଷ କିମ୍ବା ଧନିଆକୁ ଟ୍ରାପ୍‌ ଫସଲ ଭାବରେ ଲଗାନ୍ତୁ । ଏହି କୌଶଳ ପରେ ପୋକର ସଂଖ୍ୟା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
63
13
AgroStar Krishi Gyaan
Maharashtra
15 Nov 19, 12:00 PM
ପଶୁମାନଙ୍କର ଖାଦ୍ୟରେ ସବୁଜ ଗୋଖାଦ୍ୟର ଗୁରୁତ୍ୱପୂର୍ଣ୍ଣତା
ସବୁଜ ଗୋଖାଦ୍ୟ ରସାଳ ହୋଇଥାଏ, ଏଥିରେ ଅଧିକ ମାତ୍ରାରେ ପାଣି ରହିଥାଏ ଏବଂ ଏହା ପଶୁମାନଙ୍କର ପସନ୍ଦିତ ଖାଦ୍ୟ ଅଟେ | ସବୁଜ ଗୋଖାଦ୍ୟରେ ଭିଟାମିନ୍‌ -A କ୍ୟାରୋଟେନର ବିଭିନ୍ନ ଉତ୍ପାଦନ ରହିଥାଏ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
187
0
କପାରେ ପତ୍ର ଝିଣ୍ଟିକା (ଜସିଡ୍‌) ଗୁଡ଼ିକ
ସାମାନ୍ୟ ବ୍ୟତିକ୍ରମରେ ଉଭୟ ଅବିକଶିତ କୀଟ ଏବଂ ପରିପକ୍ୱକୀଟ କୋଣିଆ ଚାଲନ୍ତି ଏବଂ ସେଗୁଡ଼ିକ କୋଷର ଚାରାଗୁଡ଼ିକୁ ଶୋଷି ନିଅନ୍ତି । ପରିଣାମ ସ୍ୱର ପ ପତ୍ରର କଢ଼ଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଶେଷରେ ମୋଡି...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
44
5
ଲେମ୍ବୁ ଏବଂ କମଳାରେ ଲିଫ୍‌ ମାଇନର ସଂକ୍ରମଣ
ଛୋଟ ଅଙ୍କାବଙ୍କା ଲାର୍ଭା ପତ୍ରର ଦୁଇ ଧାର ପରସ୍ତ ମଧ୍ୟରେ ରହେ ଏବଂ ଭିତର ଉପାଦାନ ଖାଇ ନିଏ । ସଂକ୍ରମିତ ଅଂଶଗୁଡ଼ିକ ଏକ ଧଳା ପ୍ରତିଫଳନ ପରି ଦେଖାଯାଏ । ଲାଭାଗୁଡ଼ିକ ଧାଡ଼ିରେ ଯିବା ଆସିବା କରୁଥିବା ମଧ୍ୟ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
165
38
AgroStar Krishi Gyaan
Maharashtra
13 Nov 19, 12:00 PM
ପଶୁମାନଙ୍କର ଅତିସାର
ଏହି ରୋଗ ସାଧାରଣତଃ ଅଧିକ ମାତ୍ରାରେ ବାଛୁରୀମାନଙ୍କ ମଧ୍ୟରେ ଦେଖାଯାଇଥାଏ, ଯାହାକି ସମସ୍ତ ପଶୁମାନଙ୍କ ମଧ୍ୟରେ ଦେଖାଯାଏ | ଏହାକୁ ନିୟନ୍ତ୍ରଣ କରିବା ଏବଂ ଏହି ରୋଗରୁ ଭଲ ହେବା ପାଇଁ ଅଧା ଲିଟର ଲେମ୍ବୁ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ପଶୁପାଳନ ବିଶେଷଜ୍ଞ
172
0
ବେଶି ଦେଖନ୍ତୁ