Looking for our company website?  
AgroStar Krishi Gyaan
Maharashtra
07 Aug 19, 06:00 AM
କଳା ତୁଳସୀକୁ ସପୋଟାର ଆଖପାଖରେ ଏକ ଜାଲ ଫସଲ ଭାବରେ ଲଗାନ୍ତୁ
କଢ ବିନ୍ଧା କୀଟମାନଙ୍କୁ ଆକର୍ଷିତ ଏବଂ ନଷ୍ଟ କରିବା ପାଇଁ, 1 ଲିଟର ପାଣିରେ 500 ଗ୍ରାମ୍‌ ପତ୍ରରୁ ଦ୍ରବଣ ପ୍ରସ୍ତୁତ କରନ୍ତୁ | ଏହାକ ଗୋଟେ ଖଣ୍ଡ ସ୍ପଞ୍ଜରେ ବୁଡାନ୍ତୁ ଏବଂ ଏହାକୁ ଜାଲ ଭିତରେ ରଖନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
2
0
ସପୋଟାର ଉତ୍ତମ ଗୁଣବତ୍ତା ପାଇଁ ପର୍ଯ୍ୟାପ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ : ଶ୍ରୀ କିଶାନ ପ୍ରଭାତ ମାକଭାନ ରାଜ୍ୟ : ଗୁଜୁରାଟ ଟିପ୍‌: ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଣ୍ଟ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
126
0