Looking for our company website?  
AgroStar Krishi Gyaan
Maharashtra
02 Jul 19, 04:00 PM
ପାଣିକଖାରୁ ଫାର୍ମର ଏକୀଭୂତ ପରିଚାଳନା
କୃଷକଙ୍କ ନାମ: ଶ୍ରୀ. ସୋମନାଥ ବୋୟ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ଏକର ପିଛା, ଡ୍ରିପ୍‌ ମାଧ୍ୟମରେ 19:19:19 @3 କିଲୋଗ୍ରାମ୍‌ ଦିଅନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
306
14
AgroStar Krishi Gyaan
Maharashtra
14 Jun 19, 04:00 PM
ଜହ୍ନୀ ଚାଷର ଉତ୍ତମ ଏବଂ ସ୍ୱାସ୍ଥ୍ୟକର ବିକାଶ
ଚାଷୀଙ୍କ ନାମ: ଶ୍ରୀ ବାସୁ ମାମାନି ରାଜ୍ୟ: କର୍ଣ୍ଣାଟକ ପ୍ରତିକାର: ପ୍ରତି ଏକରରେ ଛିଂଚିବା ମାଧ୍ୟମରେ 19:19:19 @3 kg ପକାନ୍ତୁ ଏବଂ ପ୍ରତି ପମ୍ପରେ 20 ଗ୍ରାମ ସୂକ୍ଷ୍ମ ପୋଷକ ମଧ୍ୟ ସିଂଚନ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
411
13
AgroStar Krishi Gyaan
Maharashtra
07 Jun 19, 06:00 AM
ଜହ୍ନିରେ ଫଳ ମାଛି
ପ୍ରତି ଏକରରେ 4ରୁ 5ଟି କୀଟ ଆକର୍ଷକ ଜାଲ ଲଗାନ୍ତୁ ଏବଂ ମଝିରେ ମଝିରେ ସଂକ୍ରମିତ ଫଳ ସଂଗ୍ରହ କରି ଏହାକୁ ପୋତିଦିଅନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
220
7
AgroStar Krishi Gyaan
Maharashtra
06 Jun 19, 04:00 PM
ଲୌକି ଫାର୍ମର ଏକୀକୃତ ପରିଚାଳନା
କୃଷକଙ୍କ ନାମ -ଶ୍ରୀ ରାଜେନ୍ଦ୍ର ରେଡି ରାଜ୍ୟ-ତେଲେଙ୍ଗାନା ଟିପ୍‌-ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର 19:19:19@5 କିଲୋଗ୍ରାମ ଦେବାଯିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
361
9
AgroStar Krishi Gyaan
Maharashtra
14 May 19, 04:00 PM
ଜହ୍ନିର ଭଲ ବୃଦ୍ଧି ପାଇଁ ଅନୁମୋଦିତ ମାତ୍ରାର ସାର ଦିଅନ୍ତୁ
କୃଷକଙ୍କ ନାମ- ଶ୍ରୀ ପଶୁପୂଲେଟି ଅଚ୍ୟୁତରାଓ ରାଜ୍ୟ- ତେଲେଙ୍ଗାନା ସୂଚନା- ଏକର ପିଛା ୧୯:୧୯:୧୯ @ ୩ କେଜି ବୁନ୍ଦା ମାଧ୍ୟମରେ ଦିଆଯିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
310
40
AgroStar Krishi Gyaan
Maharashtra
28 Jan 19, 04:00 PM
ଫଙ୍କୁ ସଂକ୍ରମନ କାରଣରୁ ପାଚିଲା ଲାଉର ପ୍ରଭାବିତ ବିକାଶ
କୃଷକଙ୍କ ନାମ:ଶ୍ରୀ ଜ୍ଞାନୋବା ମାନେ ରାଜ୍ୟ:ମହାରାଷ୍ଟ୍ର ସମାଧାନ: ପ୍ରତି ପମ୍ପରେ କପର ଅକ୍ସିକ୍ଲୋରାଇଡ 50% WP @ 30 ଗ୍ରାମ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
271
98