Looking for our company website?  
ଜହ୍ନିରେ ଶୋଷଣକାରୀ କୀଟଙ୍କର ସଂକ୍ରମଣ
କୃଷକଙ୍କ ନାମ: ଶ୍ରୀ. ପୁରାମ ନାରାୟଣ ରାଜ୍ୟ: ତେଲଙ୍ଗାନା ସମାଧାନ: ଏହାକୁ ନିୟନ୍ତ୍ରଣ କରିବା ପାଇଁ, ପ୍ରତି ପମ୍ପରେ ଇମିଡ଼ାକ୍ଲୋରପିଡ଼ 70% WG @7 ଗ୍ରାମ୍‌ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
100
11
ଫ୍ରୁଟ୍‌ ମାଛି ଆକ୍ରମଣରୁ ରିଜ୍‌ ଏବଂ ସ୍ମୁଥ୍‌ ଗୋର୍ଡକୁ ରକ୍ଷା କରନ୍ତୁ
ଫଳ ମାଛି ଦେଇଥିବା ଅଣ୍ଡାରୁ ବାହାରିଥିବା ଶୂକ ଫଳଭିତରେ ପ୍ରବେଶ କରନ୍ତି ଏବଂ ଏହାର ଆଭ୍ୟନ୍ତରୀଣ ପଦାର୍ଥକୁ ଖାଇ ଯାଆନ୍ତି | ଫଳସ୍ୱରୂପ, ଗଛ ପଚି ଯାଏ ଏବଂ ଖସିପଡେ | ଫୁଲର ଆରମ୍ଭରେ, ପ୍ରତି ଏକର ପିଛା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
7
0
AgroStar Krishi Gyaan
Maharashtra
11 Jul 19, 06:00 AM
କଖାରୁ ଜାତୀୟ ଫସଲ ଗୁଡିକ ନିକଟରେ ଗେଣ୍ଡୁଫୁଲ ଚାଷ କରନ୍ତୁ ଯେମିତି କି, କାକୁଡି ଏବଂ ଜହ୍ନି ଫସଲ
ଗୋଟିଏ ଯନ୍ତା ଫସଲ ଭାବରେ କ୍ଷେତ ଚାରିପାଖରେ ଗେଣ୍ଡୁଫୁଲ ଲଗାନ୍ତୁ l ବୟସ୍କ ପତ୍ରକଟା କୀଟ ଗୁଡିକ ଗେଣ୍ଡୁଫୁଲ ନିକଟକୁ ଆସିବେ ଏବଂ ସେଠାରେ ରହିବେ l ଯାହା ଫଳରେ ପ୍ରାଥମିକ ଭାବରେ ଫସଲରେ ବ୍ୟାପିବାରେ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
12
0
AgroStar Krishi Gyaan
Maharashtra
02 Jul 19, 04:00 PM
ପାଣିକଖାରୁ ଫାର୍ମର ଏକୀଭୂତ ପରିଚାଳନା
କୃଷକଙ୍କ ନାମ: ଶ୍ରୀ. ସୋମନାଥ ବୋୟ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ଏକର ପିଛା, ଡ୍ରିପ୍‌ ମାଧ୍ୟମରେ 19:19:19 @3 କିଲୋଗ୍ରାମ୍‌ ଦିଅନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
345
20
AgroStar Krishi Gyaan
Maharashtra
14 Jun 19, 04:00 PM
ଜହ୍ନୀ ଚାଷର ଉତ୍ତମ ଏବଂ ସ୍ୱାସ୍ଥ୍ୟକର ବିକାଶ
ଚାଷୀଙ୍କ ନାମ: ଶ୍ରୀ ବାସୁ ମାମାନି ରାଜ୍ୟ: କର୍ଣ୍ଣାଟକ ପ୍ରତିକାର: ପ୍ରତି ଏକରରେ ଛିଂଚିବା ମାଧ୍ୟମରେ 19:19:19 @3 kg ପକାନ୍ତୁ ଏବଂ ପ୍ରତି ପମ୍ପରେ 20 ଗ୍ରାମ ସୂକ୍ଷ୍ମ ପୋଷକ ମଧ୍ୟ ସିଂଚନ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
439
16
AgroStar Krishi Gyaan
Maharashtra
07 Jun 19, 06:00 AM
ଜହ୍ନିରେ ଫଳ ମାଛି
ପ୍ରତି ଏକରରେ 4ରୁ 5ଟି କୀଟ ଆକର୍ଷକ ଜାଲ ଲଗାନ୍ତୁ ଏବଂ ମଝିରେ ମଝିରେ ସଂକ୍ରମିତ ଫଳ ସଂଗ୍ରହ କରି ଏହାକୁ ପୋତିଦିଅନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
237
8
AgroStar Krishi Gyaan
Maharashtra
06 Jun 19, 04:00 PM
ଲୌକି ଫାର୍ମର ଏକୀକୃତ ପରିଚାଳନା
କୃଷକଙ୍କ ନାମ -ଶ୍ରୀ ରାଜେନ୍ଦ୍ର ରେଡି ରାଜ୍ୟ-ତେଲେଙ୍ଗାନା ଟିପ୍‌-ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର 19:19:19@5 କିଲୋଗ୍ରାମ ଦେବାଯିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
385
12
AgroStar Krishi Gyaan
Maharashtra
14 May 19, 04:00 PM
ଜହ୍ନିର ଭଲ ବୃଦ୍ଧି ପାଇଁ ଅନୁମୋଦିତ ମାତ୍ରାର ସାର ଦିଅନ୍ତୁ
କୃଷକଙ୍କ ନାମ- ଶ୍ରୀ ପଶୁପୂଲେଟି ଅଚ୍ୟୁତରାଓ ରାଜ୍ୟ- ତେଲେଙ୍ଗାନା ସୂଚନା- ଏକର ପିଛା ୧୯:୧୯:୧୯ @ ୩ କେଜି ବୁନ୍ଦା ମାଧ୍ୟମରେ ଦିଆଯିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
316
41
AgroStar Krishi Gyaan
Maharashtra
28 Jan 19, 04:00 PM
ଫଙ୍କୁ ସଂକ୍ରମନ କାରଣରୁ ପାଚିଲା ଲାଉର ପ୍ରଭାବିତ ବିକାଶ
କୃଷକଙ୍କ ନାମ:ଶ୍ରୀ ଜ୍ଞାନୋବା ମାନେ ରାଜ୍ୟ:ମହାରାଷ୍ଟ୍ର ସମାଧାନ: ପ୍ରତି ପମ୍ପରେ କପର ଅକ୍ସିକ୍ଲୋରାଇଡ 50% WP @ 30 ଗ୍ରାମ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
290
108