AgroStar Krishi Gyaan
Maharashtra
08 Jul 19, 10:00 AM
ଅମୃତଭଣ୍ଡା – ମୁଖ୍ୟ ରୋଗ ଏବଂ ପ୍ରତିଶେଧକ କୌଶଳଗୁଡ଼ିକ
ପୃଥିବୀର କ୍ରାନ୍ତୀୟ ଅଞ୍ଚଳରେ ଚାଷ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଫଳ ହେଉଛି ଅମୃତଭଣ୍ଡା । କଦଳୀ ପରେ ଏହା ୟୁନିଟ୍ ପିଛା ସର୍ବାଧିକ ଅମଳ ହେଉଥିବା ଗଛ ଏବଂ ଔଷଧୀୟ ଗୁଣରେ ଭରପୂର। ବଳୟ ଚିତି ରୋଗ: ଅମୃତଭଣ୍ଡା...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
77
2
AgroStar Krishi Gyaan
Maharashtra
01 Jul 19, 06:00 AM
ଅମୃତଭଣ୍ଡାର ଭୁତାଣୁଜନିତ ରୋଗର ପରିଚାଳନା
ଶୋଷଣକାରୀ କୀଟ ଗୁଡିକ ଦ୍ୱାରା ଭୁତାଣୁଜନିତ ରୋଗ ଗୁଡିକ ବ୍ୟାପିଥାଏ l ବ୍ୟାପିଥିବା ସ୍ଥାନରେ ଦରକାର ମୁତାବକ ଜଳରେ ଦ୍ରବଣୀୟ କୀଟନାଶକ ଗୁଡିକୁ 15 ଦିନବ୍ୟବଧାନରେ ସିଞ୍ଚନ କରନ୍ତୁ l
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
67
3
AgroStar Krishi Gyaan
Maharashtra
29 May 19, 06:00 AM
ପପିତାରେ ଧଳାମାଛିର ନିୟନ୍ତ୍ରଣ
ଧଳାମାଛିର ଉପଦ୍ରବର ପ୍ରାରମ୍ଭିକ ଅବସ୍ଥାରେ, ୩୦୦ ପିପିଏମ ନିମ୍ବ ତେଲ ୧ ଲିଟର ପ୍ରତି ଏକର କୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ କିମ୍ୱା ପ୍ରତି ଏକର ଭର୍ଟିସିଲିଅମ ଲେକାନି ୧ କିଲୋଗ୍ରାମ କୁ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
144
8
AgroStar Krishi Gyaan
Maharashtra
02 May 19, 04:00 PM
ନଡ଼ିଆ ଫାର୍ମରେ ପପିତାର ଇଣ୍ଟରକ୍ରପିଙ୍ଗ
କୃଷକଙ୍କ ନାମ- ଶ୍ରୀ ରାକେଶ ରାଜ୍ୟ-କର୍ଣ୍ଣାଟକ ଟିପ୍‌: ଡ୍ରିପ ମାଧ୍ୟମରେ ପ୍ରତି ଏକର 19:19.19@ 3 କିଲୋଗ୍ରାମ ଦିଆ ଯିବା ଉଚିତ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
173
39
AgroStar Krishi Gyaan
Maharashtra
12 Apr 19, 04:00 PM
ଅମୃତ ଭଣ୍ଡାର ସୁସ୍ଥ ଏବଂ ହୁଷ୍ଟପୁଷ୍ଟ ବିକାଶ ପାଇଁ ସୁପାରିଶ ହୋଇଥିବା ସାର
"କୃଷକଙ୍କ ନାମ- ଶ୍ରୀ ରାମ ଭାଉ ଗିତେ_x000D_ ରାଜ୍ୟ- ମହାରାଷ୍ଟ୍ର_x000D_ ଟିପ୍‌- ପ୍ରତି ଏକର, ଡ୍ରିପ୍‌ ମାଧ୍ୟମରେ 19:19:19 @ 3 କିଲୋଗ୍ରାମ ଏବଂ ହ୍ୟୁମିକ ଏସିଡ୍‌ 90% @ 500 ଦିଅନ୍ତୁ |"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
513
81
AgroStar Krishi Gyaan
Maharashtra
23 Mar 19, 06:00 AM
ଅମୃତଭଣ୍ଡାରେ ଜ‍ଉ ପୋକ
ସୁପାରିଶିତ କୀଟନାଶକର ସ୍ପ୍ରେ ବ୍ୟତିତ, ସଂକ୍ରମିତ ପତ୍ରଗୁଡ଼ିକୁ ସଂଗ୍ରହ କରନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ | ବଗିଚାକୁ ସଫାସୁତରା ରଖନ୍ତୁ ଏବଂ ନିୟମିତ ଭାବରେ ଘାସ ବାଛନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
382
67
AgroStar Krishi Gyaan
Maharashtra
14 Mar 19, 10:00 AM
ଅମୃତଭଣ୍ଡା ଗୁଣ୍ଡିପୋକ ର ଏକୀଭୂତ ପରିଚାଳନା
ଅମୃତଭଣ୍ଡା ଗୁଣ୍ଡିପୋକ ର ଆବିର୍ଭାବ ସର୍ବପ୍ରଥମେ 2008 ରେ ତାମିଲନାଡୁ ର କୋୟମ୍ବାଟୋର ଠାରେ ଦେଖାଯାଇଥିଲା | ତାପରେ ଏହା କେରଳ, କର୍ଣ୍ଣାଟକ, ତ୍ରିପୁରା ଏବଂ ମହାରାଷ୍ଟ୍ର ରେ ବ୍ୟାପି ଯାଇଥିଲା | ଗୁଣ୍ଡିପୋକର...
ଗୁରୁ ଜ୍ଞାନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
493
61
AgroStar Krishi Gyaan
Maharashtra
13 Feb 19, 06:00 AM
ଅମୃତଭଣ୍ଡା ଗଛରେ ମୂଳ କ୍ଷୟର ନିୟନ୍ତ୍ରଣପାଇଁ ଦ୍ରବଣ
ଅମୃତଭଣ୍ଡା ଗଛରେ ମୂଳ କ୍ଷୟର ସମସ୍ୟା ଥିଲେ ସେହି ଗଛର ଭୂମିର ସ୍ତର ନିକଟରେ ଥିବା ଡାଳରେ ଧାନୁକପ ୧ କେଜି, ହ୍ୟୁମିକ ଆଡଭାନ୍ସ ପାଉଡର ୯୫% ଏକର ପିଛା ୫୦୦ ଗ୍ରାମ ଦିଆଯିବା ଉଚିତ
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
2
0
AgroStar Krishi Gyaan
Maharashtra
07 Jan 19, 10:00 AM
ପପିତା ଫଳ ଅମଳ ଏବଂ ସଂରକ୍ଷଣ
• ବୀଜ ରୋପଣ ର 10-12 ମାସ ପରେ ଫଳ ପାଚିବା ପାଇଁ ପ୍ରସ୍ତୁତ ହୋଇଯାଏ। ଏହା ଫଳ ପ୍ରସ୍ତୁତିର ପରବର୍ତ୍ତୀ ଗୁଣ ରୂପାନ୍ତରଣ ରୁ ଜଣା ଯାଇଥାଏ। • ଫଳ ଉପରେ ହଳଦିଆ ଦାଗ ଦେଖାଯିବା ମାତ୍ରେ ତାହା ଅମଳ ପାଇଁ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1231
231