Looking for our company website?  
ଉନ୍ନତ ମାନର ପିଆଜ ପାଇଁ ଉପଯୁକ୍ତ ପୋଷଣ ପରିଚାଳନା
କୃଷକଙ୍କ ନାମ: ଶ୍ରୀ ସିଦ୍ଧରାମ ବିରାଦର ରାଜ୍ୟ: କର୍ଣ୍ଣାଟକ ଟିପ୍‌ସ:
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
593
61
ପିଆଜ ପଟାଳିର ପରିଚାଳନା
• 2-4 ଗୁଣ୍ଠ ଜାଗାରେ ଲଗା ଯାଇଥିବା ତଳିକୁ ଗୋଟିଏ ଏକର କ୍ଷେତରେ ରୁଆ ଯାଇଥାଏ । • ପିଆଜ ଚାଷ ପାଇଁ ବାଛିଥିବା ସ୍ଥାନ ବଣୁଆ ଘାସ ମୁକ୍ତ ହେବା ସାଙ୍ଗକୁ ଉତ୍ତମ ରୂପେ ଜଳ ନିଷ୍କାସନ ବ୍ୟବସ୍ଥା ହେବା...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
223
19
ପିଆଜ ଫସଲରେ କବକର ସଂକ୍ରମଣ
କୃଷକଙ୍କ ନାମ – ଶ୍ରୀ ଦୀପକ ପାଟିଲ ରାଜ୍ୟ- ମହାରାଷ୍ଟ୍ର ସମାଧାନ – ପ୍ରତି ପମ୍ପ କାର୍ବେଣ୍ଡାଜିମ୍‌ 12 % + ମ୍ୟାନକୋଜେବ 63 % ଡ଼ବ୍ଲ୍ୟୁପି @35 ଗ୍ରାମ୍‌ ସ୍ପ୍ରେ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
444
60
ପିଆଜ ଫସଲରେ ବ୍ଲାଇଟ୍‌ ସଂକ୍ରମଣ
କୃଷକଙ୍କ ନାମ: ଶ୍ରୀ. ପୁରୁଷୋତ୍ତମ ଜି ରାଜ୍ୟ: କର୍ଣ୍ଣାଟକ ସମାଧାନ: ପ୍ରତି ପମ୍ପ ପ୍ରୋପିନେବ 70%@30 ଗ୍ରାମ୍‌‌ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
722
110
AgroStar Krishi Gyaan
Maharashtra
04 Jun 19, 04:00 PM
ପିଆଜ ମଞ୍ଜିର ଉତ୍ତମ ବିକାଶ
କୃଷକଙ୍କ ନାମ - ଶ୍ରୀ ନାରାୟଣ ରାଜ୍ୟ- ଆନ୍ଧ୍ରା ପ୍ରଦେଶ ଟିପ୍‌- ପ୍ରତି ପମ୍ପ 19:19:19@75 ଗ୍ରାମ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
507
60
AgroStar Krishi Gyaan
Maharashtra
30 Mar 19, 06:00 AM
ପିଆଜ ରେ ଧଳା ଗ୍ରବ ର ନିୟନ୍ତ୍ରଣ ପାଇଁ
ଏକର ପ୍ରତି କ୍ଳୋରୋପାରିଫୋସ୍ 20% EC 1.5 - 2 Ltr. ସେଚନ କରନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
778
122
AgroStar Krishi Gyaan
Maharashtra
14 Mar 19, 04:00 PM
ପିଆଜର ଆକାର ବୃଦ୍ଧି କରିବା ପାଇଁ ସୁପାରିଶିତ ସାର ମାତ୍ରା
"କୃଷକଙ୍କ ନାମ : ଶ୍ରୀ. ସତୀଶ ଭାଇ କୋଏଲି_x000D_ ରାଜ୍ୟ : ଦାଦର ନଗର ହବେଲି_x000D_ ଟିପ୍‌: ପ୍ରତି ପମ୍ପ 0:52:34ର 100 ଗ୍ରାମ ସ୍ପ୍ରେ କରନ୍ତୁ"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1528
213
AgroStar Krishi Gyaan
Maharashtra
05 Mar 19, 04:00 PM
କୃଷକଙ୍କର ଉପଯୁକ୍ତ ମାର୍ଗଦର୍ଶନ କାରଣରୁ ସୁସ୍ଥ ପିଆଜ ଫାର୍ମ
କୃଷକଙ୍କ ନାମ - ଶ୍ରୀ ମୋହନ ରାଜ୍ୟ - ତାମିଲନାଡୁ ସମାଧାନ - ପ୍ରତି ପମ୍ପ 0:52:34 @ 100 ସ୍ପ୍ରେ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
926
80
AgroStar Krishi Gyaan
Maharashtra
03 Mar 19, 06:00 AM
ପିଆଜ ପୋଡ଼ା ରୋଗର ଦମନ ପାଇଁ ଦ୍ରବଣ
ପିଆଜ ପତ୍ର ତେଲିଆ ଓ ମସୃଣ ହେତୁ କୌଣସି ରୋଗର ଦମନ ସହଜ ନୁହେଁ | ଯଦି ପୋଡ଼ା ରୋଗ ଦେଖାଦିଏ, ତାହେଲେ ଏହାର ଦମନ ପାଇଁ ୱାନ-ଷ୍ଟାର ପମ୍ପ ପିଛା ୮ ମିଲି ସିଞ୍ଚନ କରନ୍ତୁ |
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
7
1
AgroStar Krishi Gyaan
Maharashtra
19 Feb 19, 04:00 PM
କୃଷକଙ୍କର ଉପଯୁକ୍ତ ପୋଷଣ ଯୋଜନା କାରଣରୁ ପିଆଜ ଉତ୍ପାଦନରେ ବୃଦ୍ଧି ହୋଇଛି |
କୃଷକଙ୍କ ନାମ: ଶ୍ରୀ ଇନ୍ଦ୍ରଜିତ ଔତାଡେ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ପମ୍ପ 0: 52: 34 @ 100 ଗ୍ରାମ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
841
139
AgroStar Krishi Gyaan
Maharashtra
18 Feb 19, 10:00 AM
ପିଆଜ ଥ୍ରୀପସ୍ କୀଟ ପରିଚାଳନା
ଥ୍ରୀପସ୍ କୀଟ ଦ୍ୱାରା କରାଯାଉଥିବା କ୍ଷତିର ଲକ୍ଷଣ: ମୁହଁ ର ରାସ୍ପିଙ୍ଗ କରିବା ଏବଂ ଶୋଷିବା ମାଧ୍ୟମରେ ଥ୍ରୀପସ୍ କୀଟ ପିଆଜ ପତ୍ରର କୋମଳ ଭାଗକୁ ସଂକ୍ରମିତ କରନ୍ତି ଏବଂ ୱୋର୍ଲ (ଘେରା) ଭିତରେ ଲୁଚିଯାଆନ୍ତି...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
558
98
AgroStar Krishi Gyaan
Maharashtra
14 Feb 19, 04:00 PM
ସୁସ୍ଥ ପିଆଜ ଫାର୍ମିଙ୍ଗ ପାଇଁ ଉପଯୁକ୍ତ ପୋଷକ ପରିଚାଳନା
"କୃଷକଙ୍କ ନାମ - ଶ୍ରୀ ଉଲ୍ହାସ ବ୍ୟବହାର ରାଜ୍ୟ-ମହାରାଷ୍ତ୍ର ଟିପ୍‍ - ପ୍ରତି ପମ୍ପ 0:52:34 @ 100 ଗ୍ରାମ ସ୍ପ୍ରେ କରନ୍ତୁ |"
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
801
85
AgroStar Krishi Gyaan
Maharashtra
14 Feb 19, 06:00 AM
ପିଆଜରେ ଶୋଷା ପୋକ ଏବଂ କବକ ଜନିତ ସମସ୍ୟା ନିୟନ୍ତ୍ରଣ ପାଇଁ ଦ୍ରବଣ
ପିଆଜରେ ଶୋଷା ପୋକ ଏବଂ କବକ ଜନିତ ସମସ୍ୟା ନିୟନ୍ତ୍ରଣ ପାଇଁ ପମ୍ପ ପିଛା ୨୦ ମିଲି କାରାଟେ ଏବଂ ପମ୍ପ ପିଛା ୪୦ ମିଲି ଆନ୍ତ୍ରାକଲ ଦ୍ରବଣ କରି ସିଞ୍ଚନ କରନ୍ତୁ | ଏହି ଦ୍ରବଣରେ ଏକ ଉତ୍ତମ ମାନର ଷ୍ଟିକର...
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1
1
AgroStar Krishi Gyaan
Maharashtra
03 Feb 19, 04:00 PM
ଜମିରେ ଉତ୍କୃଷ୍ଟ ମାନର ପିଆଜ ମଞ୍ଜି ଉତ୍ପାଦନ
କୃଷକଙ୍କ ନାମ - ଶ୍ରୀ ଶିବାଜୀ ଦେଶମୁଖ ରାଜ୍ୟ - ମହାରାଷ୍ଟ୍ର ପରାମର୍ଶ - ୧୨:୬୧:୦୦ ହିସାବରେ ୧୦୦ ଗ୍ରାମ ସିଞ୍ଚନ କରନ୍ତୁ ଏବଂ ପମ୍ପ ପିଛା ୧୫ ଗ୍ରାମ ଆମିନୋ ଏସିଡ ସିଞ୍ଚନ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
666
79
AgroStar Krishi Gyaan
Maharashtra
28 Jan 19, 10:00 AM
ପିଆଜ ଫସଲରେ ଏକୀକୃତ ଭାବରେ କୀଟ ଦମନ ପରିଚାଳନା
1. ଋତୁ ଅନୁସାରେ, ପିଆଜ ଲଗାଇବା କାମ ଗୋଟିଏ ସପ୍ତାହ ଭିତରେ ଶେଷ ହେବା ଉଚିତ l 2. ପିଆଜ ଫସଲ ଲଗାଇବାରେ ଦୁଇ ଗୋଟି ଋତୁରୁ ଅଧିକ ତଫାତ ରହିବା ଆବଶ୍ୟକ, ଯାହା କି ସଂକ୍ରମଣ କମ କରେ l 3. ପ୍ରମାଣୀକୃତ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
734
93
AgroStar Krishi Gyaan
Maharashtra
27 Jan 19, 04:00 PM
ପିଆଜ ଫସଲରେ ଏକୀଭୂତ ପୋଷକ ପରିଚାଳନା
କୃଷକଙ୍କ ନାମ:ଶ୍ରୀ ସାଦିକ ରାଜ୍ୟ:ମହାରାଷ୍ଟ୍ର ଟିପ୍‌:ପ୍ରତି ପମ୍ପରେ 100 ଗ୍ରାମ 0:52:34 ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1021
82
AgroStar Krishi Gyaan
Maharashtra
13 Jan 19, 04:00 PM
ସୁସ୍ଥ ପିଆଜ ଫାର୍ମ ର ଏକୀକୃତ ପ୍ରବନ୍ଧନ
କୃଷକଙ୍କର ନାମ – ଶ୍ରୀ ସାବକର ନିଚିତ ରାଜ୍ୟ– ମହାରାଷ୍ଟ୍ର ସମାଧାନ– ପମ୍ପ ପ୍ରତି ପ୍ରାୟତଃ 100 ଗ୍ରାମ 0:52:34 ଅନୁପାତ ରେ ସ୍ପ୍ରେ କରନ୍ତୁ। ବର୍ଷା ଋତୁ ରେ ଆଖୁ ରେ ଧଳା ଗ୍ରବ୍ ର ମାତ୍ରା କମ ଥାଏ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
766
92
AgroStar Krishi Gyaan
Maharashtra
01 Jan 19, 04:00 PM
ପିଆଜ ମଞ୍ଜି ଚାଷ ହୋଇଥିବା ଜମିରେ ଉତ୍ତମ ବୃଦ୍ଧିପାଇଁ ପୋଷକତତ୍ତ୍ଵର ସୁପରିଚାଳନା ଆବଶ୍ୟକ |
କୃଷକଙ୍କ ନାମ - ଶ୍ରୀ ରାମପ୍ରସାଦ ଟାକେ ରାଜ୍ୟ - ମହାରାଷ୍ଟ୍ର ପରାମର୍ଶ - ପ୍ରତି ଏକର ପିଛା ବୁନ୍ଦା ଆକାରରେ ୧୯: ୧୯: ୧୯ ହିସାବରେ ୩ କେଜି ପ୍ରଦାନ କରନ୍ତୁ | ଆହୁରି ମଧ୍ୟ ପ୍ରତି ପମ୍ପ ପିଛା...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
456
91
AgroStar Krishi Gyaan
Maharashtra
17 Dec 18, 04:00 PM
ପିଆଜ ଉତ୍ପାଦକତା କୁ ବୃଦ୍ଧି କରିବା ପାଇଁ ସଠିକ ମାତ୍ରାର ସାର ଦିଅନ୍ତୁ
କୃଷକଙ୍କର ନାମ - ଶ୍ରୀ ଅକ୍ଷୟ ମଲିକ ରାଜ୍ୟ - ମହାରାଷ୍ଟ୍ର ଟିପ - 0:52:34 @100 ଗ୍ରାମ ପ୍ରତି ପମ୍ପ ସ୍ପ୍ରେ ହେବା ଉଚିତ ଏବଂ ଫୁଲ୍ୱିକ ଏସିଡ୍‌ 15 ଗ୍ରାମ ପ୍ରତି ପମ୍ପ ସ୍ପ୍ରେ କରିବା ଉଚିତ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1203
162