Looking for our company website?  
AgroStar Krishi Gyaan
Maharashtra
24 Aug 19, 04:00 PM
ସର୍ବାଧିକ ଭେଣ୍ଡି ଉତ୍ପାଦନ ପାଇଁ ଉପଯୁକ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ: ଶ୍ରୀ. ଦେଶାଇ ରାଜ୍ୟ: ଗୁଜୁରାଟ ଟିପ୍‌: ପ୍ରତି ଏକର ପିଛା ଡ୍ରିପ୍‌ ମାଧ୍ୟମରେ 12:61:00@3 କିଲୋଗ୍ରାମ୍‌ ଦେବା ଉଚିତ ଏବଂ ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
493
44
AgroStar Krishi Gyaan
Maharashtra
13 Aug 19, 04:00 PM
ଭେଣ୍ଡିରେ ଶୋଷଣକାରୀ କୀଟଙ୍କର ସଂକ୍ରମଣ କାରଣରୁ ପ୍ରଭାବିତ ବିକାଶ
କୃଷକଙ୍କ ନାମ: ଶ୍ରୀ. ସତିଶ ରାଜ୍ୟ: ମହାରାଷ୍ଟ୍ର ସମାଧାନ: ପ୍ରତି ପମ୍ପରେ କ୍ଲୋରଫାଇରିଫୋସ୍‌ 50% + ସାଇପରମେଥ୍ରିନ୍‌ 5% EC @30 ମିଲିଲିଟରେ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
297
23
AgroStar Krishi Gyaan
Maharashtra
22 Jul 19, 04:00 PM
ଭେଣ୍ଡି ଫସଲ ଉପରେ ଶୋଷକ କୀଟର ଆକ୍ରମଣ
କୃଷକଙ୍କ ନାମ: ଶ୍ରୀ ପ୍ରଫୁଲ ଗଜଭିୟେ ରାଜ୍ୟ: ମହାରାଷ୍ଟ୍ର ସମାଧାନ: ପ୍ରତି ପମ୍ପ ଇମିଡ଼ାକ୍ଲୋପ୍ରିଡ୍‌ 17.8 ଏସଏଲ୍‌ @15 ମିଲିଲିଟର ଦିଅନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
298
23
AgroStar Krishi Gyaan
Maharashtra
11 Jul 19, 04:00 PM
ଭେଣ୍ଡିରେ ଶୋଷକ କୀଟ ସଂକ୍ରମଣ
କୃଷକଙ୍କ ନାମ -ଶ୍ରୀ ଗୋବିନ୍ଦ ସିନ୍ଦେ ରାଜ୍ୟ - ମହାରାଷ୍ଟ୍ର ପ୍ରତିକାର-କ୍ଲୋରୋପାଇରିଫସ୍ 50% + ସାଇପରମେଥ୍ରୀନ୍ 5% ଇସି@15 ମିଲି ପମ୍ପ ପ୍ରତି ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
294
25
AgroStar Krishi Gyaan
Maharashtra
26 Jun 19, 04:00 PM
ଭେଣ୍ଡିର ଅତ୍ୟଧିକ ଉତ୍ପାଦନ ପାଇଁ ସୁପାରିଶିତ ସାର ଦିଅନ୍ତୁ
କୃଷକଙ୍କ ନାମ: ଶ୍ରୀ ରାଜେଶ ରାଥୋଡ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର 12:61:00 @5 କିଲୋଗ୍ରାମ୍‌ ଦେବା ଦରକାର |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
453
44
AgroStar Krishi Gyaan
Maharashtra
17 Jun 19, 06:00 AM
ଭେଣ୍ଡି ଫସଲରେ ଶୋଷକ କୀଟ ନିବାରଣ ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରିବେ?
10ଲିଟର ପାଣିରେ 4 ଗ୍ରାମ ହାରରେ ଥିଆମେଥୋକ୍ଜାମ୍‌ 25 WG କିମ୍ବା 2 ଗ୍ରାମ୍‌ ହାରରେ ଇମିଡାକ୍ଲୋପ୍ରିଡ୍‌ 70 WG କିମ୍ବା 4 ଗ୍ରାମ ହାରରେ ଫ୍ଲୋନିକାମିଡ୍‌ 50 WG ସିଞ୍ଚନ କରନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
354
28
AgroStar Krishi Gyaan
Maharashtra
05 Jun 19, 04:00 PM
ଭେଣ୍ଡିର ଅତ୍ୟଧିକ ଉତ୍ପାଦନ ପାଇଁ ଉପଯୁକ୍ତ ପୋଷଣ ପରିଚାଳନା
କୃଷକଙ୍କ ନାମ - ଶ୍ରୀ ଜୟ ପଟେଲ ରାଜ୍ୟ-ଗୁଜୁରାଟ ଟିପ୍‍-ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର 12:61:00@3 କିଲୋଗ୍ରାମ ଦେବାଯିବା ଉଚିତ, ଏବଂ ପ୍ରତି ପମ୍ପ ଆମିନୋ ଏସିଡ୍‌ 15 ମିଲିଲିଟର ସ୍ପ୍ରେ କରିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
415
51
AgroStar Krishi Gyaan
Maharashtra
02 Jun 19, 06:00 AM
ଆପଣ ଭେଣ୍ଡିରେ ଏହି ପୋକ ଦେଖିଛନ୍ତି କି?
ଏହି ପାଉଁଶିଆ କପା ପୋକ ଫଳର କୋଷ ରସଗୁଡ଼ିକ ଶୋଷି ନିଏ । 10 ଲିଟର ପାଣିରେ 5 ଗ୍ରାମ ହାରରେ ଏସିଟାମିପ୍ରିଡ୍‌ 20 SP ସିଞ୍ଚନ କରନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
227
13
AgroStar Krishi Gyaan
Maharashtra
31 May 19, 04:00 PM
ଅତ୍ୟଧିକ ଉତ୍ପାଦନତା ପାଇଁ ସୁପାରିଶ ହୋଇଥିବା ସାର ଦୋଜ
କୃଷକଙ୍କ ନାମ-ଶ୍ରୀ ଦିନେଶ ରାଜ୍ୟ-ଗୁଜୁରାଟ ଟିପ୍‌- ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର 12:61:00 @3 କିଲୋଗ୍ରାମ ଦିଅନ୍ତୁ ଏବଂ ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
365
28
AgroStar Krishi Gyaan
Maharashtra
27 May 19, 04:00 PM
ଭେଣ୍ଡିରେ ଶୋଷଣକାରୀ କୀଟର ସଂକ୍ରମଣ
କୃଷକଙ୍କ ନାମ-ଶ୍ରୀ ଦିଲିପ ରାଜ୍ୟ-ବିହାର ସମାଧାନ-ପ୍ରତି ପମ୍ପ ଇନିଡାକ୍ଲୋପ୍ରିଡ୍ 17.8% SL @15 ମିଲିଲିଟର ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
269
29
AgroStar Krishi Gyaan
Maharashtra
17 May 19, 04:00 PM
ଭେଣ୍ଡି ଫସଲରେ ଶୋଷକ କୀଟ ଆକ୍ରମଣ
କୃଷକଙ୍କ ନାମ - କ୍ରୀଷ୍ଣା ରାଜ୍ୟ- ଉତ୍ତର ପ୍ରଦେଶ ସମାଧାନ - ପମ୍ପ ପିଛା ୫୦ %ଡବ୍ଲୁଜି@୮ଗ୍ରାମ ଫ୍ଲୋନିକାମାୟିଡ ସିଞ୍ଚନ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
225
44
AgroStar Krishi Gyaan
Maharashtra
05 May 19, 04:00 PM
ଉତ୍ତମ ଗୁଣ ଭେଣ୍ଡି ପାଇଁ ଉପଯୁକ୍ତ ପୋଷଣ ଆବଶ୍ୟକତା
କୃଷକଙ୍କ ନାମ- ଶ୍ରୀ ଚେତନ ପଟେଲ ରାଜ୍ୟ-ଗୁଜୁରାଟ ଟିପ୍‌- ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
243
58
AgroStar Krishi Gyaan
Maharashtra
02 May 19, 06:00 AM
ଭେଣ୍ଡିରେ ଫ୍ରୁଟ୍‌ ବୋରର ର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 18.5 SC @ 3 ମିଲିଲିଟର କିମ୍ବା ଇମାମାକ୍ଟିନ୍‌ ବେଞ୍ଜୋଏଟ୍‌ 5 SG @ 5 ଗ୍ରାମ୍‌ ମିଶାଇ ସ୍ପ୍ରେ କରନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
165
28
AgroStar Krishi Gyaan
Maharashtra
15 Mar 19, 06:00 AM
ସେହି କୀଟକୁ ଜାଣନ୍ତୁ ଯିଏ ଭେଣ୍ଡିରେ ହଳଦିଆ ଶିରାଥିବା ମୋଜାଇକ୍‌ ଭାଇରସ୍‌ ସ୍ଥାନାନ୍ତର କରେ
ଧଳାମାଛି (ହ୍ୱାଇଟଫ୍ଲାଏ) ଦ୍ୱାରା ବ୍ୟାପୁଥିବା ଏହା ଏକ ଭାଇରାଲ୍‌ ରୋଗ ଅଟେ | ସୁପାରିଶ କରାଯାଇଥିବା କୀଟନାଶକ ନିୟନ୍ତ୍ରଣ ପାଇଁ ସମୟ ସମୟରେ ସ୍ପ୍ରେ କରନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
166
31
AgroStar Krishi Gyaan
Maharashtra
15 Mar 19, 06:00 AM
ସେହି କୀଟକୁ ଜାଣନ୍ତୁ ଯିଏ ଭେଣ୍ଡିରେ ହଳଦିଆ ଶିରାଥିବା ମୋଜାଇକ୍‌ ଭାଇରସ୍‌ ସ୍ଥାନାନ୍ତର କରେ
ଧଳାମାଛି (ହ୍ୱାଇଟଫ୍ଲାଏ) ଦ୍ୱାରା ବ୍ୟାପୁଥିବା ଏହା ଏକ ଭାଇରାଲ୍‌ ରୋଗ ଅଟେ | ସୁପାରିଶ କରାଯାଇଥିବା କୀଟନାଶକ ନିୟନ୍ତ୍ରଣ ପାଇଁ ସମୟ ସମୟରେ ସ୍ପ୍ରେ କରନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
476
89
AgroStar Krishi Gyaan
Maharashtra
14 Mar 19, 06:00 AM
ଭେଣ୍ଡିର ଇନେସନ୍‌ ଲିଫ କର୍ଲ ଭାଇରସ୍‌
ଭେଣ୍ଡିର ଇନେସନ୍‌ ଲିଫ କର୍ଲ ଭାଇରସ୍‌ ଧଳା ମାଛି ଦ୍ୱାରା ବ୍ୟା୍ପି ଥାଏ | ଏହା ଅମଳ ଏବଂ ଗୂଣବତ୍ତା କୁ ମଧ୍ୟ ପ୍ରଭାବିତ କରେ | ଯଦି ଥରେ ଗଛ ସଂକ୍ରମିତ ହୁଏ ତେବେ ଏହି ଭାଇରସ୍‌ ରୋଗ ପାଇଁ କୌଣସି ଚିକିତ୍ସା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
548
90
AgroStar Krishi Gyaan
Maharashtra
13 Mar 19, 04:00 PM
ଧଳା ମାଛି କାରଣରୁ ଭେଣ୍ଡିର କ୍ଷତି
"କୃଷକ : ଧର୍ମେଶ_x000D_ ରାଜ୍ୟ :- ଗୁଜୁରାଟ_x000D_ ଟିପ୍‌: ପ୍ରତି ପମ୍ପ ଡାୟାଫେନ୍ଥିୟୁରୋନ 50% WP @ 25 ଗ୍ରାମ ସ୍ପ୍ରେ କରନ୍ତୁ |"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
552
113
AgroStar Krishi Gyaan
Maharashtra
11 Mar 19, 06:00 AM
ଏପରି କରନ୍ତୁ, ଯଦି ଗ୍ରୀଷ୍ମଋତୁରେ ଭେଣ୍ଡି କଢି, ଫୁଲ ଧରିବା ପୂର୍ବରୁ ଝାଉଁଳି ଯାଉଛି
ଦାଗ ଥିବା ବୋଲୱାର୍ମ (କୀଟ) କାରଣରୁ ଝାଉଁଳି ଯାଇଥିବା କଢିକୁ ଛୁରୀ ସାହାଯ୍ୟରେ କାଟିଦିଅନ୍ତୁ ଏବଂ ଯେ କୌଣସି କୀଟନାଶକ ସ୍ପ୍ରେ କରିବା ପୂର୍ବରୁ ସେଗୁଡ଼ିକୁ ନଷ୍ଟ କରିଦିଅନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
458
67
AgroStar Krishi Gyaan
Maharashtra
09 Feb 19, 04:00 PM
ଉନ୍ନତ ମାନର ଭେଣ୍ଡି ପାଇଁ ଉପଯୁକ୍ତ ପୋଷଣ ଆବଶ୍ୟକ ।
କୃଷକଙ୍କ ନାମ-ଶ୍ରୀ ନୀଲେଶ କଞ୍ଜରିଆ ରାଜ୍ୟ-ଗୁଜରାଟ ପରାମର୍ଶ- ପମ୍ପ ପ୍ରତି 20 ଗ୍ରାମ୍ ସୂକ୍ଷ୍ମପୋଷକ ସହିତ 19: 19:19 @ 100 ଗ୍ରାମ୍ ହିସାବରେ ସ୍ପ୍ରେ କରନ୍ତୁ ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
811
116