AgroStar Krishi Gyaan
Maharashtra
14 Mar 19, 06:00 AM
ଭେଣ୍ଡିର ଇନେସନ୍‌ ଲିଫ କର୍ଲ ଭାଇରସ୍‌
ଭେଣ୍ଡିର ଇନେସନ୍‌ ଲିଫ କର୍ଲ ଭାଇରସ୍‌ ଧଳା ମାଛି ଦ୍ୱାରା ବ୍ୟା୍ପି ଥାଏ | ଏହା ଅମଳ ଏବଂ ଗୂଣବତ୍ତା କୁ ମଧ୍ୟ ପ୍ରଭାବିତ କରେ | ଯଦି ଥରେ ଗଛ ସଂକ୍ରମିତ ହୁଏ ତେବେ ଏହି ଭାଇରସ୍‌ ରୋଗ ପାଇଁ କୌଣସି ଚିକିତ୍ସା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
523
84
AgroStar Krishi Gyaan
Maharashtra
13 Mar 19, 04:00 PM
ଧଳା ମାଛି କାରଣରୁ ଭେଣ୍ଡିର କ୍ଷତି
"କୃଷକ : ଧର୍ମେଶ_x000D_ ରାଜ୍ୟ :- ଗୁଜୁରାଟ_x000D_ ଟିପ୍‌: ପ୍ରତି ପମ୍ପ ଡାୟାଫେନ୍ଥିୟୁରୋନ 50% WP @ 25 ଗ୍ରାମ ସ୍ପ୍ରେ କରନ୍ତୁ |"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
527
111
AgroStar Krishi Gyaan
Maharashtra
11 Mar 19, 06:00 AM
ଏପରି କରନ୍ତୁ, ଯଦି ଗ୍ରୀଷ୍ମଋତୁରେ ଭେଣ୍ଡି କଢି, ଫୁଲ ଧରିବା ପୂର୍ବରୁ ଝାଉଁଳି ଯାଉଛି
ଦାଗ ଥିବା ବୋଲୱାର୍ମ (କୀଟ) କାରଣରୁ ଝାଉଁଳି ଯାଇଥିବା କଢିକୁ ଛୁରୀ ସାହାଯ୍ୟରେ କାଟିଦିଅନ୍ତୁ ଏବଂ ଯେ କୌଣସି କୀଟନାଶକ ସ୍ପ୍ରେ କରିବା ପୂର୍ବରୁ ସେଗୁଡ଼ିକୁ ନଷ୍ଟ କରିଦିଅନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
452
64
AgroStar Krishi Gyaan
Maharashtra
23 Feb 19, 06:00 AM
ଭେଣ୍ଡିରେ ରୋଗ ନିୟନ୍ତ୍ରଣ
ବର୍ତ୍ତମାନର ପାଗରେ ପୋଡ଼ା ଏବଂ ଫିମ୍ପି ରୋଗ ଦେଖାଦିଏ | ଉଭୟ ରୋଗର ଦମନ ପାଇଁ ୱାନ-ଷ୍ଟାର ପମ୍ପ ପିଛା ୮ ମିଲି ସିଞ୍ଚନ କରନ୍ତୁ |
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
6
0
AgroStar Krishi Gyaan
Maharashtra
20 Feb 19, 06:00 AM
ଟମାଟୋ ଫଳର ନିମ୍ନ ଭାଗରେ କଳା ଦାଗ
ଯଦି ଟମାଟୋ ଫଳର ନିମ୍ନ ଭାଗରେ କଳା ଦାଗ ଦେଖାଦିଏ, ଏହା ଏକ ରୋଗ ନୁହେଁ, କିନ୍ତୁ ପୋଷଣର ଅଭାବ ଅଟେ | ଚେଲାଟିଡ କ୍ୟାଲସିଅମ ୦.୫/ଲିଟର ସିଞ୍ଚନ କରନ୍ତୁ କିମ୍ବା କ୍ୟାଲସିଅମ ନାଇଟ୍ରେଟ ଏକର ପିଛା ୩ କେଜି...
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
0
0
AgroStar Krishi Gyaan
Maharashtra
09 Feb 19, 04:00 PM
ଉନ୍ନତ ମାନର ଭେଣ୍ଡି ପାଇଁ ଉପଯୁକ୍ତ ପୋଷଣ ଆବଶ୍ୟକ ।
କୃଷକଙ୍କ ନାମ-ଶ୍ରୀ ନୀଲେଶ କଞ୍ଜରିଆ ରାଜ୍ୟ-ଗୁଜରାଟ ପରାମର୍ଶ- ପମ୍ପ ପ୍ରତି 20 ଗ୍ରାମ୍ ସୂକ୍ଷ୍ମପୋଷକ ସହିତ 19: 19:19 @ 100 ଗ୍ରାମ୍ ହିସାବରେ ସ୍ପ୍ରେ କରନ୍ତୁ ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
795
115