AgroStar Krishi Gyaan
Maharashtra
14 Jun 19, 06:00 AM
ଆମ୍ବରେ ଏହି କ୍ଷତି ବିଷୟରେ ଜାଣନ୍ତୁ
ଏହି ପ୍ରକାର କ୍ଷତି ମ୍ୟାଙ୍ଗୋ ଗଲ୍‌ ମିଜ୍‌ ଦ୍ୱାରା ହୋଇଥାଏ। ଏହି କୀଟ ଆରମ୍ଭ ହେବା ସମୟରେ 10ଲିଟର ପାଣିରେ 10 ମିଲି ହାରରେ ଡିମେଥୋଟ୍‌ 30 EC ସିଞ୍ଚନ କରନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
179
1
AgroStar Krishi Gyaan
Maharashtra
12 Jun 19, 10:00 AM
“ଗୋଟିଏ ଗଛରେ ତିନୋଟି ଭିନ୍ନ କିସମର ଆମ୍ବର କଲମୀକରଣ
ଆମ୍ବ ଗଛର ବିସ୍ତାର ଟାକୁଆ ଗୁଡିକ ଲଗାଇବା ଦ୍ୱାରା କିମ୍ବା କଲମୀକରଣ କରିବା ଦ୍ୱାରା କରାଯାଇପାରିବ l ଟାକୁଆ ଗୁଡିକ ଲଗାଇବା ବେଳେ ଗଛ ଗୁଡିକ ଫଳ ଉତ୍ପାଦନ କରିବା ପାଇଁ ବହୁତ ସମୟ ନିଅନ୍ତି ଏବଂ କଲମୀକରଣ...
ଆନ୍ତଃରାଷ୍ଟ୍ରୀୟ କୃଷି  |  ବୁଡିଦୟା ତନମାନ ବୁଆ”
797
0
AgroStar Krishi Gyaan
Maharashtra
07 Jun 19, 11:00 AM
ସଘନ ଆମ୍ବ ଚାଷ ପ୍ରଣାଳୀ
ଆମ୍ବ ଚାଷ ଚିକିଟା ମାଟି, ଅତି ବାଲିଆ ମାଟି, ଚୂନୀୟ ମାଟି, କ୍ଷାରୀୟ ମାଟି କିମ୍ୱା ପାଣି ଜମୁଥିବା ମାଟି ବ୍ୟତୀତ ବିଭିନ୍ନ ପ୍ରକାର ମାଟିରେ କରାଯାଇପାରିବ । 6.5 ରୁ 7.5. ପିଏଚ୍ ଥିବା ମୃତ୍ତିକା ଏଥିପାଇଁ...
ଆଜଭାଇଜରୀ ଆର୍ଟିକଲ୍‌  |  କୃଷି ସନ୍ଦେଶ
23
0
AgroStar Krishi Gyaan
Maharashtra
04 Jun 19, 06:00 AM
ଆମ୍ବରେ ନାଲି ପିମ୍ପୁଡ଼ି ?
ଏହି ପିମ୍ପୁଡିଗୁଡ଼ିକ ବିରକ୍ତି ସୃଷ୍ଟି କରନ୍ତି ଏବଂ ଆମ୍ବ ଅମଳ ପାଇଁ ଗଛରେ ଚଢ଼ିବା ସମୟରେ କାମୁଡ଼ନ୍ତି। ମଝିରେ ମଝିରେ ନାଲି ପିମ୍ପୁଡିମାନଙ୍କର ବସା କାଟିଦିଅନ୍ତୁ ଏବଂ ପୋଡି ଦିଅନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
130
1
AgroStar Krishi Gyaan
Maharashtra
30 May 19, 10:00 AM
ଆମ୍ବ ଫସଲରେ ପତ୍ରଜାଲକ ଉପଦ୍ରବ
ବିଗତ ୨୦-୨୫ ବର୍ଷ ହେଲା ପତ୍ରଜାଲକ ଦେଖାଯାଇଛି କିନ୍ତୁ କିଛି କ୍ଷତି କରିନାହିଁ; ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ପ୍ରଥମ ଥର ପାଇଁ ଆମ୍ବ ଫଳ ଏବଂ ପତ୍ର ରେ କ୍ଷତି ଦେଖାଯାଇଛି l ଏହା ଅନ୍ୟ ଅଞ୍ଚଳକୁ...
ଗୁରୁ ଜ୍ଞାନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
147
1
AgroStar Krishi Gyaan
Maharashtra
20 May 19, 10:00 AM
ଆମ୍ବର କାଣ୍ଡ ବିନ୍ଧା ରୋଗର ପରିଚାଳନା ପାଇଁ ଆରୋଗ୍ୟକାରୀ ଏବଂ ଆବଦ୍ଧକାରୀ
ଆମ୍ବର କାଣ୍ଡ ବିନ୍ଧା ରୋଗର ପରିଚାଳନା ପାଇଁ ଆରୋଗ୍ୟକାରୀ ଏବଂ ଆବଦ୍ଧକାରୀ, ଏହି ଜ୍ଞାନକୌଶଳ ଟି ଆଇଆଇଏଚଆର, ବାଙ୍ଗାଲୁରୁ ଦ୍ୱାରା ବିକଶିତ କରାଯାଇଛି l • ସମାଧାନଟି ସ୍ଥାୟୀ ଅଟେ (ଏହାର ଅର୍ଥ ସେହି...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
243
30
AgroStar Krishi Gyaan
Maharashtra
18 May 19, 01:00 PM
ଭାରତର ସବୁ ଆମ୍ବ- ବହୁଳ ଅଞ୍ଚଳରେ ଆମ୍ବ ପୋକ କୀଟଗୁଡ଼ିକ ପାଇଁ ବିଶେଷ ଆଲର୍ଟ
ଖୁବ ନିକଟରେ ଗିର ର ଜୁନାଗଡ଼ ଅଞ୍ଚଳରେ (ଗୁଜୁରାଟ ରାଜ୍ୟ) ଆମ୍ବ ଫସଲରେ ଏକ ନୂତନ ଜାତୀୟ କୀଟ ଦେଖାଯିବାର ଖବର ମିଳିଲା l ଏହା ଆମ୍ବ ଫଳ ଗୁଡ଼ିକର ଏବଂ ପତ୍ର ଗୁଡ଼ିକର ବହୁତ କ୍ଷତି ସାଧନ କରେ l ଏହି...
କୃଷି ବାର୍ତ୍ତା  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
7
0
AgroStar Krishi Gyaan
Maharashtra
17 May 19, 11:00 AM
మామిడి పంటలో ఫ్రూట్ ఫ్లై నిర్వహణ
● ଫଳଗୁଡ଼ିକ ସମୟରେ ଅମଳ ହୋଇଥିବା ଦରକାର; ଉପଯୁକ୍ତ ଯତ୍ନ ନେବା ଦରକାର ଯାହା ଫଳରେ କୌଣସି ଫଳ ଗଛର ନ ପାଚିଯାଏ | ● ଫଳ ମାଛି ଦ୍ୱାରା ସଂକ୍ରମିତ ଫଳଗୁଡ଼ିକ ଏବଂ ବଗୀଚାରେ ପଡିଥିବା ଫଳଗୁଡ଼ିକ ସଂଗ୍ରହ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
14
2
AgroStar Krishi Gyaan
Maharashtra
16 May 19, 06:00 AM
ଆମ୍ବରେ ପାଉଡର ଫଙ୍କୁ ନିୟନ୍ତ୍ରଣ
200 ଲିଟର ପାଣିରେ କାର୍ବେନଡେନଞ୍ଜିମ 50 % ଡବ୍ଲ୍ୟୁ ପି@200 ଗ୍ରାମ କିମ୍ୱା ମାଇକୋବୁଟାନିଲ 10%ଡବ୍ଲ୍ୟୁ ପି @80 ଗ୍ରାମ ମିଶାଇ ସର୍ବଦା କୀଟନାଶକ କୁ 10 ରୁ 15 ଦିନ ଅନ୍ତରାଳରେ ସ୍ପ୍ରେ କରିବା ଦରକାର
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
10
1
AgroStar Krishi Gyaan
Maharashtra
15 May 19, 04:00 PM
ଉତ୍ତମମାନର ଆମ୍ବ ପାଇଁ ସୁକ୍ଷ୍ମପୋଷକଗୁଡିକୁ ସିଞ୍ଚନ କରନ୍ତୁ
କୃଷକଙ୍କ ନାମ - ଶ୍ରୀ. ମଧୁ ରାଜ୍ୟ- ଆନ୍ଧ୍ର ପ୍ରଦେଶ ସୂଚନା- ପମ୍ପ ପିଛା ୨୦ ଗ୍ରାମ ସୁକ୍ଷ୍ମପୋଷକଗୁଡିକୁ ସିଞ୍ଚନ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
196
22
AgroStar Krishi Gyaan
Maharashtra
03 May 19, 11:00 AM
ଆମ୍ବ ବଗିଚା ର ପ୍ରବନ୍ଧନ
ସାମାନ୍ୟ ଦେଖାଶୁଣା ଓ ରକ୍ଷଣ ବେକ୍ଷଣ  ଆମ୍ବ ଗଛ ଥରେ ଲଗାଇବା ପରେ ବଜାୟ କରି ରଖିବା ଖୁବ ସରଳ ହୋଇଥାଏ।  ସେଗୁଡ଼ିକ ଶୁଖିଲା ପ୍ରତି ସହିଷ୍ଣୁ ଅଟେ, କିନ୍ତୁ ସେଗୁଡ଼ିକ ଶୁଖିଲା ସମୟରେ ସେଚନ କରାଗଲେ,...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
7
4
AgroStar Krishi Gyaan
Maharashtra
27 Apr 19, 04:00 PM
ସୁସ୍ଥ, ଫଳମାଛି କୀଟ-ମୁକ୍ତ ଆମ୍ବ ପାଇଁ
"କୃଷକଙ୍କ ନାମ- ଶ୍ରୀ ଅହିର ବିଜୟ_x000D_ ରାଜ୍ୟ- ଗୁଜୁରାଟ_x000D_ ସମାଧାନ-"ପ୍ରତି ଏକର 3-5 ମିଥାଇଲ୍‌ ଇଜେନୋଲ୍‌ ଫଳମାଛି ଜାଲ ଇନଷ୍ଟାଲ୍‌ କରନ୍ତୁ"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
87
19
AgroStar Krishi Gyaan
Maharashtra
23 Apr 19, 04:00 PM
ଉତ୍ତମ ଗୁଣବତ୍ତା ଥିବା ଆମ୍ବ ଗୁଡିକ ପାଇଁ ପର୍ଯ୍ୟାପ୍ତ ସୂକ୍ଷ୍ମ ପୋଷକ ପ୍ରବନ୍ଧନ
କୃଷକଙ୍କର ନାମ- ଶ୍ରୀ ଦିଲୀପ ସିଂହ ରାଜ୍ୟ- ରାଜସ୍ଥାନ ଟିପ୍ - ପମ୍ପ ପ୍ରତି 20 ଗ୍ରାମ ର ସୂକ୍ଷ୍ମ ପୋଷକ ତତ୍ତ୍ଵ ସ୍ପ୍ରେ କରନ୍ତୁ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
75
19
AgroStar Krishi Gyaan
Maharashtra
15 Apr 19, 06:00 AM
କଣ ଆପଣ ଆମ୍ବ ପତ୍ରରେ ଏହି ପ୍ରକାର କୀଟ ଦେଖିଛନ୍ତି? ଏହା ବିଷୟରେ ଜାଣନ୍ତୁ
ଆମ୍ବ କୁ ନଷ୍ଟ କରୁଥିବା ସ୍କେଲ୍‌ (କାତି ଥିବା) କୀଟ ଥାଆନ୍ତି | କୀଟ ଆରମ୍ଭ ହେବାରେ ସୁପାରିଶିତ କୀଟନାଶକ ସ୍ପ୍ରେ କରନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
135
17
AgroStar Krishi Gyaan
Maharashtra
06 Apr 19, 06:00 AM
ଜୈବିକ କୃଷିରେ ଆମ୍ବ ଡ଼ିଆଁ ପୋକର ନିୟନ୍ତ୍ରଣ
ବାଉଭେରିଆ ବାସିଆନା କିମ୍ବା ଭର୍ଟିସିଲିୟମ ଲିକାନି, ଏକ ଶିଉଳି ଆଧାର ଜୈବ କୀଟନାଶକ @ 40 ଗ୍ରାମ୍‌ କୁ ପ୍ରତି 10 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ |
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
141
18
AgroStar Krishi Gyaan
Maharashtra
03 Apr 19, 10:00 AM
ପୃଥିବୀର ସବୁଠାରୁ ବହୁମୂଲ୍ୟ ଆମ୍ବ ଦେଖନ୍ତୁ!
"ଦେଶ: ଜାପାନ • ନାଲି ଆମ୍ବ କିମ୍ବା ମିୟାଜାକୀ ଆମ୍ବ ସବୁଠାରୁ ବହୁମୂଲ୍ୟ • ଏହି କିସମ ଜାପାନରେ ଉତ୍ପନ୍ନ ହୋ‍ଇଥିଲା ଏବଂ ଏହାକୁ ସନ ଏଗ୍‌ କୁହାଯାଏ • ମିୟାଜାକୀ ଆମ୍ବର ଓଜନ ପାଖାପାଖି 700 ଗ୍ରାମ୍‌...
ଆନ୍ତଃରାଷ୍ଟ୍ରୀୟ କୃଷି  |  ଜାପାନ
1965
490
AgroStar Krishi Gyaan
Maharashtra
23 Mar 19, 04:00 PM
ଉତ୍ତମ ଗୂଣବତ୍ତା ଆମ୍ବ ପାଇଁ ଉପଯୁକ୍ତ ମାଇକ୍ରିନ୍ୟୁଟ୍ରିଏଣ୍ଟ ଆବଶ୍ୟକତା
କୃଷକଙ୍କ ନାମ- ଶ୍ରୀ. କାଳିଦାସ ରାଜ୍ୟ- ତାମିଲ ନାଡୁ ଟିପ୍‌- ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
472
60
AgroStar Krishi Gyaan
Maharashtra
07 Mar 19, 06:00 AM
ଆମ୍ବ ଡିଆଁ ପୋକର ନିୟନ୍ତ୍ରଣ ପାଇଁ ଆପଣ କେଉଁ କୀଟନାଶକ ବ୍ୟବହାର କରିବେ?_x000D_
ପ୍ରତି 10 ଲିଟର ପାଣିରେ ବୁପ୍ରୋଫେଜିନ 25 SC @ 10 ମିଲି ଲିଟର କିମ୍ୱା ଡେଲ୍ଟାମେଥେରିନ 2.8 EC @ 3 ମିଲି ଲିଟର ସ୍ପ୍ରେ କରନ୍ତୁ |_x000D_
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1
2