AgroStar Krishi Gyaan
Maharashtra
20 Jun 19, 06:00 AM
ଚନ୍ଦ୍ରମଲ୍ଲିକାରେ ଜଉ ପୋକ ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରିବେ?
10ଲିଟର ପାଣିରେ ଗୋଟିଏ ପରେ ଗୋଟିଏ 10 ଗ୍ରାମ ହାରରେ ଏସେଫେଟ୍‌ 75 SP କିମ୍ବା 4 ମିଲି ହାରରେ ଇମିଡାକ୍ଲୋପ୍ରିଡ୍‌ 17.8 SL କିମ୍ବା ଥିଆମେଥୋକ୍ଜାମ୍‌ 25 WG ସିଞ୍ଚନ କରନ୍ତୁ।
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
43
0
AgroStar Krishi Gyaan
Maharashtra
30 May 19, 04:00 PM
ଆକର୍ଷକ ଏବଂ ସୁସ୍ଥ ଗୁଲଦାଉଦି ଫାର୍ମ
କୃଷକଙ୍କ ନାମ-ଶ୍ରୀ ମଧୁ ରାଜ୍ୟ-ତେଲେଙ୍ଗାନା ଟିପ୍‌- ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
205
0
AgroStar Krishi Gyaan
Maharashtra
25 Apr 19, 04:00 PM
ହେମ ପୁଷ୍ପର ସୁସ୍ଥ ବିକାଶ ପାଇଁ ସାରର ଉତ୍ତମ ପରିଚାଳନା
"କୃଷକଙ୍କ ନାମ- ଶ୍ରୀ ନବୀନ ରାଜ୍ୟ- କର୍ଣ୍ଣାଟକ ସମାଧାନ-ଡ୍ରିପ୍‌ ମାଧ୍ୟମରେ 3 କିଲୋଗ୍ରାମ 19:19:19 ଏବଂ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଦିଅନ୍ତୁ"
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
68
12