Looking for our company website?  
ବୈଜ୍ଞାନିକ ଉତ୍ପାଦନ ମାଧ୍ୟମରେ ବୁଟ ଉତ୍ପାଦନ
ଭାରତରେ ବୁଟ ଚାଷ ମୁଖ୍ୟତଃ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ବିହାରରେ କରାଯାଏ | ଦେଶରେ ମୋଟ ବୁଟ କ୍ଷେତ୍ରର ଆନୁମାନିକ 90% ଏବଂ ଏହି ରାଜ୍ୟଗୁଡ଼ିକରେ ମୋଟ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
330
0
ଗହମ ବୁଣିବା ପୂର୍ବରୁ ଉ‍ଇମାନଙ୍କ ପାଇଁ ଏହି ଉପଚାର ପାଳନ କରନ୍ତୁ
ଉଇର ପ୍ରଭାବୀ ପରିଚାଳନା ପାଇଁ ହେକ୍ଟର ପିଛା ମାଟିରେ ଜଡ଼ା କିମ୍ବା ନିମ୍ବ କେକ୍‌ @ 1 ଟନ୍‌ ପ୍ରୟୋଗ କରନ୍ତୁ | ଫିପ୍ରୋନିଲ୍‌ 5 ଏସସି @ 500 ମିଲିଲିଟର କିମ୍ବା କ୍ଲୋରଫାଇରିଫୋସ୍‌ 20 ଇସି @ 400 ମିଲିଲିଟର...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
58
4
ପିଜୁଳିରେ ଦେଖନ୍ତୁ ଏବଂ ଯାଞ୍ଚ କରନ୍ତୁ, ଏଥିରେ କୌଣସି ମେଲ୍‌ବଗ ନାହିଁ
ଏହା ଧଳାମାଛି ସଂକ୍ରମିତ ପିଜୁଳି ଅଟେ | ଧଳାମାଛିଗୁଡ଼ିକ ପତ୍ର, ଶାଖା ଏବଂ ଫଳଗୁଡ଼ିକରୁ ରସ ଶୋଷି ନିଅନ୍ତି | ସେଗୁଡ଼ିକ ସ୍ପାଇରଲିଙ୍ଗ ଧଳାମାଛି ଭାବରେ ଜଣାଯାଆନ୍ତି | ଧଳାମାଛି ତା ଶରୀରରୁ ଗୁପ୍ତ ଭାବରେ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
27
0
ପିଆଜ ଫସଲର ଗୁଣବତା ବଢ଼ାଏ l
ପିଆଜର ରାଗ ବଢ଼ାଇବା ନିମନ୍ତେ ଏବଂ ପିଆଜର ଗୁଣବତ୍ତା ବଢ଼ାଇବା ନିମନ୍ତେ, ସଲଫର ୯୦% @ ୩ କେଜି ଏକର ପିଛା ଦୁଇଥର ପ୍ରୟୋଗ କରାଯିବା ଉଚିତ ଏହା ସହିତ ବିକାଶ ଅବସ୍ଥାରେ ସାର ପ୍ରୟୋଗ କରାଯିବା ଉଚିତ l
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
383
29
ଅଦାର ସର୍ବାଧିକ ଉତ୍ପାଦନ ପାଇଁ ଉପଯୁକ୍ତ ପୋଷକତତ୍ତ୍ୱ ପରିଚାଳନା
କୃଷକଙ୍କ ନାମ – ଶ୍ରୀ ବିକାଶ ଗଡ଼େକର ରାଜ୍ୟ – ମହାରାଷ୍ଟ୍ର ଟିପ୍‌ - ଡ୍ରିପ୍‌ ମାଧ୍ୟମରେ ଏକର ପିଛା 19:19:19@3 କିଲୋଗ୍ରାମ୍‌ ଦିଆଯିବା ଉଚିତ ଏବଂ ଆହୁରି ମଧ୍ୟ ପ୍ରତି ପମ୍ପ ମାଇକ୍ରୋନ୍ୟୁଟ୍ରିଏଣ୍ଟ...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
390
32
ସୁରକ୍ଷାତ୍ମକ କୃଷିରେ ଶେଡ୍‌ ହାଉସ(ଛାୟା ଗୃହ)ର ମହତ୍ୱ
ଛାୟା ଘର ଏକ ଗଠନ ପ୍ରଣାଳୀ ଯାହା କୃଷି ଜାଲ୍‌ କିମ୍ବା ଅନ୍ୟ ବୁଣା ଯାଇଥିବା ପଦାର୍ଥରେ ତିଆରି କରାଯାଇଥାଏ, ଯେଉଁଥିରେ ଆବଶ୍ୟକୀୟ ଖରା, ଆର୍ଦ୍ରତା, ଏବଂ ପବନ ଖୋଲା ସ୍ଥାନରେ ପ୍ରବେଶ କରିଥାଏ | ଏହା...
ଆଜଭାଇଜରୀ ଆର୍ଟିକଲ୍‌  |  https://readandlearn1111.blogspot.com/2017/06/blog-post_16.html
124
0
ଡ଼ାଳିମ୍ବରେ ଅଧିକ ସଂଖ୍ୟାରେ ଫୁଲ ଧରିବା ପାଇଁ ଉପଯୁକ୍ତ ପୋଷକତତ୍ତ୍ୱ ପରିଚାଳନା
କୃଷକଙ୍କ ନାମ – ଶ୍ରୀ ଘନଶ୍ୟାମ ଗାଇକୱାଡ଼ ରାଜ୍ୟ – ମହାରାଷ୍ଟ୍ର ଟିପ୍‌ - ଡ୍ରିପ ମାଧ୍ୟମରେ ଏକର ପିଛା 12:61:0@3 କିଲୋଗ୍ରାମ୍‌ ଦିଆଯିବା ଉଚିତ ଏବଂ ଆହୁରି ମଧ୍ୟ ପ୍ରତି ପମ୍ପ ଏମିନୋ ଏସିଡ଼ 15ମିଲିଲିଟର...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
414
29
ହଳଦୀରେ ପୋଷକତତ୍ତ୍ୱର ଅଭାବ
କୃଷକଙ୍କ ନାମ: ଶ୍ରୀ. ଅନ୍ଦେମ ରାଜେଶ ରାଜ୍ୟ: ତେଲେଙ୍ଗାନା ଟିପ୍‌: ପ୍ରତି ପମ୍ପ ଫେରୋସ ସଲଫେଟ୍‌ 19%@ 30 ଗ୍ରାମ୍‌ ଏବଂ ଡ୍ରିପ୍‌ ମାଧ୍ୟମରେ 19:19:19 @3 କିଲୋଗ୍ରାମ୍‌ ଦିଆଯିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
263
17
ଆପଣଙ୍କ ଫସଲଗୁଡ଼ିକ ପାଇଁ ସଲଫର୍ ଆବଶ୍ୟକ
• ଫସଲଗୁଡ଼ିକ ପାଇଁ ସଲଫର୍ ହେଉଛି ଅନ୍ୟତମ ଅତ୍ୟାବଶ୍ୟକ ଦ୍ୱିତୀୟକ ଉପାଦାନ । • ଏହା କବକନାଶକ ଓ କୀଟନାଶକ ଭାବେ ମଧ୍ୟ ବ୍ୟବହୃତ ହୁଏ । • ଫସଲର ଅଭିବୃଦ୍ଧି ଓ ବିକାଶ ପାଇଁ ସଲଫର୍ ଗୁରୁତ୍ୱପୂର୍ଣ୍ଣ ଅଟେ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
347
10
ବିଲାତିବାଇଗଣର ନିରନ୍ତର ବିକାଶ ପାଇଁ ଉପଯୁକ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ: ଶ୍ରୀ ସନ୍ତୋଷ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ଏକରରେ ଡ୍ରିପ୍‌ ମାଧ୍ୟମରେ 13:40:13 @3 କିଲୋଗ୍ରାମ୍‌ ଦେବା ଉଚିତ୍‌ ଏବଂ ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
670
53
ବିଲାତିବାଇଗଣର ସର୍ବାଧିକ ଉତ୍ପାଦନ ପାଇଁ ସାରର ସୁପାରିଶିତ ମାତ୍ରା(ଡ଼ୋଜ)
କୃଷକଙ୍କ ନାମ : ଶ୍ରୀ. ଟିପେସ ରାଜ୍ୟ : କର୍ଣ୍ଣାଟକ ଟିପ୍‌: ପ୍ରତି ଏକରରେ 13:0:45 @3 କିଲୋଗ୍ରାମ୍‌ ଏବଂ ଚାରିଦିନ ପରେ ଡ୍ରିପ୍‌ ମାଧ୍ୟମରେ କ୍ୟାଲ୍‌ସିୟମ ନାଇଟ୍ରେଟ୍‌ ଦେବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
722
30
ସପୋଟାର ଉତ୍ତମ ଗୁଣବତ୍ତା ପାଇଁ ପର୍ଯ୍ୟାପ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ : ଶ୍ରୀ କିଶାନ ପ୍ରଭାତ ମାକଭାନ ରାଜ୍ୟ : ଗୁଜୁରାଟ ଟିପ୍‌: ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଣ୍ଟ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
134
0
AgroStar Krishi Gyaan
Maharashtra
27 May 19, 10:00 AM
ରାସାୟନିକ ସାର ର କ୍ଷମତା ବୃଦ୍ଧି କରିବାର ଉପାୟ (ପଦ୍ଧତି)
● ସାରକୁ କଦାପି ମାଟି ଉପରେ ଫିଙ୍ଗି ଦିଅନ୍ତୁ ନାହିଁ | ମାଟିରେ ଉପଯୁକ୍ତ ଆର୍ଦତା ଥିବା ସମୟରେ ସେଗୁଡିକକୁ ପ୍ରୟୋଗ କରନ୍ତୁ | ● ବୁଣିବା ସମୟରେ ବିହନ ତଳେ ସାରକୁ ପ୍ରୟୋଗ କରାଯିବା...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
467
5
AgroStar Krishi Gyaan
Maharashtra
20 Apr 19, 04:00 PM
ଆନୋଲାର ଆକର୍ଷକ ଓ ସୁସ୍ଥ କୃଷି କ୍ଷେତ୍ର
କୃଷକଙ୍କର ନାମ - ଶ୍ରୀ ପ୍ରତୀକ ଗମିତ ରାଜ୍ୟ - ଗୁଜୁରାଟ ଟିପ୍ - ପମ୍ପ ପ୍ରତି 20 ଗ୍ରାମ ର ସୂକ୍ଷ୍ମ ପୋଷକ ତତ୍ତ୍ଵ ସ୍ପ୍ରେ କରନ୍ତୁ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
82
10
AgroStar Krishi Gyaan
Maharashtra
13 Apr 19, 04:00 PM
ରାଜମା ଫାର୍ମରେ ପୋଷଣର ଅଭାବ
"କୃଷକଙ୍କ ନାମ- ଶ୍ରୀ ଭାରତ_x000D_ ରାଜ୍ୟ-ଗୁଜୁରାଟ_x000D_ ଟିପ୍‌- ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ |"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
51
10
AgroStar Krishi Gyaan
Maharashtra
22 Mar 19, 11:00 AM
ସଲଫର ଅଭାବ ହେବାର ଲକ୍ଷଣ
1) ସଲଫର ଅଭାବ କାରଣରୁ, ଫସଲର ପତ୍ରଗୁଡ଼ିକ ହଳଦିଆ ହୋ‍ଇଯାଏ | 2) ଫଳଗୁଡ଼ିକ ହଳଦିଆ ସବୁଜ ହୋ‍ଇଯା, ସେଗୁଡ଼ିକର ବିକାଶରେ ହ୍ରାସ ହୁଏ, ରଙ୍ଗରେ ପରିବର୍ତ୍ତନ ଏବଂ ଆଭ୍ୟନ୍ତର ବିକାଶ କମ୍‌ ହୋ‍ଇଯାଏ | 3)...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
23
6
AgroStar Krishi Gyaan
Maharashtra
15 Mar 19, 11:00 AM
ସଲ୍ଫରର କାର୍ଯ୍ୟକଳାପ
1) ସଲ୍ଫର ଗଛର ପତ୍ରରେ ପତ୍ରହରିତ ବୃଦ୍ଧି କରିବାରେ ସାହାଯ୍ୟ କରେ, ତେଣୁ ଏହା ଗଛର ଭାଶ୍ଳେଷଣ କ୍ରିୟା କରିବାରେ ସାହାଯ୍ୟ କରେ | 2) ଖାଦ୍ୟଶସ୍ୟ ଏବଂ ଶିମ୍ବ ଜାତୀୟ ଫସଲରେ ମୂଳ ଏବଂ ବେକ୍ଟେରିଆ କୁ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
22
4
AgroStar Krishi Gyaan
Maharashtra
11 Feb 19, 04:00 PM
ଉପଯୁକ୍ତ ପୋଷକ ପରିଚାଳନା ଯୋଗୁଁ ଉତ୍ତମ ମାନର ଅଁଳା ।
କୃଷକଙ୍କ ନାମ-ଶ୍ରୀ ଜୋବି ଥୋମାସ୍ ରାଜ୍ୟ-କେରଳ ପରାମର୍ଶ- ପମ୍ପ ପ୍ରତି 20 ଗ୍ରାମ୍ ସୂକ୍ଷ୍ମପୋଷକ ମିଶାଇ ସ୍ପ୍ର କରନ୍ତୁ ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
337
22
AgroStar Krishi Gyaan
Maharashtra
08 Feb 19, 12:00 AM
ବାଦାମ ଅମଳରେ ବୃଦ୍ଧି
ବାଦାମ ଫସଲରେ ପେନ୍ଥା ଧରିବା ଦେଖାଗଲେ, ଭଲ ଅମଳ ପାଇବା ପାଇଁ ଏହା ମଧ୍ୟରେ କୌଣସି ଅନ୍ତଃକୃଷି କାମ କରନ୍ତୁ ନାହିଁ l ପେନ୍ଥାସବୁରେ ପହଞ୍ଚିବା ପାଇଁ ଏକର ପିଛା ୫୦୦ କେଜି ଜିପସମ ପ୍ରୟୋଗ କରନ୍ତୁ |
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
1
1
AgroStar Krishi Gyaan
Maharashtra
06 Feb 19, 12:00 AM
ଫୁଲକୋବି କଢ଼ର ମାନ ବଢ଼େଇବା ନିମନ୍ତେ
ସମ୍ପୂର୍ଣ୍ଣ ଧଳା ଏବଂ ଫୁଲକୋବିର କଢ଼ର ମାନ ବଢ଼େଇବା ପାଇଁ ଲିଟର ପିଛା ଏକ ଗ୍ରାମ ସୂକ୍ଷ୍ମ ପୋଷକ ଯୁକ୍ତ ବୋରୋନ ସ୍ପ୍ରେ କରିବା ଆବଶ୍ୟକ l
ଦିନ ର ଟିପ୍  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
10
3
ବେଶି ଦେଖନ୍ତୁ