Looking for our company website?  
ବୈଜ୍ଞାନିକ ଉତ୍ପାଦନ ମାଧ୍ୟମରେ ବୁଟ ଉତ୍ପାଦନ
ଭାରତରେ ବୁଟ ଚାଷ ମୁଖ୍ୟତଃ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ବିହାରରେ କରାଯାଏ | ଦେଶରେ ମୋଟ ବୁଟ କ୍ଷେତ୍ରର ଆନୁମାନିକ 90% ଏବଂ ଏହି ରାଜ୍ୟଗୁଡ଼ିକରେ ମୋଟ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
333
0
ପିଆଜ ଫସଲର ଗୁଣବତା ବଢ଼ାଏ l
ପିଆଜର ରାଗ ବଢ଼ାଇବା ନିମନ୍ତେ ଏବଂ ପିଆଜର ଗୁଣବତ୍ତା ବଢ଼ାଇବା ନିମନ୍ତେ, ସଲଫର ୯୦% @ ୩ କେଜି ଏକର ପିଛା ଦୁଇଥର ପ୍ରୟୋଗ କରାଯିବା ଉଚିତ ଏହା ସହିତ ବିକାଶ ଅବସ୍ଥାରେ ସାର ପ୍ରୟୋଗ କରାଯିବା ଉଚିତ l
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
401
32
ଅଦାର ସର୍ବାଧିକ ଉତ୍ପାଦନ ପାଇଁ ଉପଯୁକ୍ତ ପୋଷକତତ୍ତ୍ୱ ପରିଚାଳନା
କୃଷକଙ୍କ ନାମ – ଶ୍ରୀ ବିକାଶ ଗଡ଼େକର ରାଜ୍ୟ – ମହାରାଷ୍ଟ୍ର ଟିପ୍‌ - ଡ୍ରିପ୍‌ ମାଧ୍ୟମରେ ଏକର ପିଛା 19:19:19@3 କିଲୋଗ୍ରାମ୍‌ ଦିଆଯିବା ଉଚିତ ଏବଂ ଆହୁରି ମଧ୍ୟ ପ୍ରତି ପମ୍ପ ମାଇକ୍ରୋନ୍ୟୁଟ୍ରିଏଣ୍ଟ...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
400
34
ସୁରକ୍ଷାତ୍ମକ କୃଷିରେ ଶେଡ୍‌ ହାଉସ(ଛାୟା ଗୃହ)ର ମହତ୍ୱ
ଛାୟା ଘର ଏକ ଗଠନ ପ୍ରଣାଳୀ ଯାହା କୃଷି ଜାଲ୍‌ କିମ୍ବା ଅନ୍ୟ ବୁଣା ଯାଇଥିବା ପଦାର୍ଥରେ ତିଆରି କରାଯାଇଥାଏ, ଯେଉଁଥିରେ ଆବଶ୍ୟକୀୟ ଖରା, ଆର୍ଦ୍ରତା, ଏବଂ ପବନ ଖୋଲା ସ୍ଥାନରେ ପ୍ରବେଶ କରିଥାଏ | ଏହା...
ଆଜଭାଇଜରୀ ଆର୍ଟିକଲ୍‌  |  https://readandlearn1111.blogspot.com/2017/06/blog-post_16.html
126
0
ଡ଼ାଳିମ୍ବରେ ଅଧିକ ସଂଖ୍ୟାରେ ଫୁଲ ଧରିବା ପାଇଁ ଉପଯୁକ୍ତ ପୋଷକତତ୍ତ୍ୱ ପରିଚାଳନା
କୃଷକଙ୍କ ନାମ – ଶ୍ରୀ ଘନଶ୍ୟାମ ଗାଇକୱାଡ଼ ରାଜ୍ୟ – ମହାରାଷ୍ଟ୍ର ଟିପ୍‌ - ଡ୍ରିପ ମାଧ୍ୟମରେ ଏକର ପିଛା 12:61:0@3 କିଲୋଗ୍ରାମ୍‌ ଦିଆଯିବା ଉଚିତ ଏବଂ ଆହୁରି ମଧ୍ୟ ପ୍ରତି ପମ୍ପ ଏମିନୋ ଏସିଡ଼ 15ମିଲିଲିଟର...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
424
30
ହଳଦୀରେ ପୋଷକତତ୍ତ୍ୱର ଅଭାବ
କୃଷକଙ୍କ ନାମ: ଶ୍ରୀ. ଅନ୍ଦେମ ରାଜେଶ ରାଜ୍ୟ: ତେଲେଙ୍ଗାନା ଟିପ୍‌: ପ୍ରତି ପମ୍ପ ଫେରୋସ ସଲଫେଟ୍‌ 19%@ 30 ଗ୍ରାମ୍‌ ଏବଂ ଡ୍ରିପ୍‌ ମାଧ୍ୟମରେ 19:19:19 @3 କିଲୋଗ୍ରାମ୍‌ ଦିଆଯିବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
265
17
ଆପଣଙ୍କ ଫସଲଗୁଡ଼ିକ ପାଇଁ ସଲଫର୍ ଆବଶ୍ୟକ
• ଫସଲଗୁଡ଼ିକ ପାଇଁ ସଲଫର୍ ହେଉଛି ଅନ୍ୟତମ ଅତ୍ୟାବଶ୍ୟକ ଦ୍ୱିତୀୟକ ଉପାଦାନ । • ଏହା କବକନାଶକ ଓ କୀଟନାଶକ ଭାବେ ମଧ୍ୟ ବ୍ୟବହୃତ ହୁଏ । • ଫସଲର ଅଭିବୃଦ୍ଧି ଓ ବିକାଶ ପାଇଁ ସଲଫର୍ ଗୁରୁତ୍ୱପୂର୍ଣ୍ଣ ଅଟେ...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
350
10
ବିଲାତିବାଇଗଣର ନିରନ୍ତର ବିକାଶ ପାଇଁ ଉପଯୁକ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ: ଶ୍ରୀ ସନ୍ତୋଷ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ଏକରରେ ଡ୍ରିପ୍‌ ମାଧ୍ୟମରେ 13:40:13 @3 କିଲୋଗ୍ରାମ୍‌ ଦେବା ଉଚିତ୍‌ ଏବଂ ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ...
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
677
54
ବିଲାତିବାଇଗଣର ସର୍ବାଧିକ ଉତ୍ପାଦନ ପାଇଁ ସାରର ସୁପାରିଶିତ ମାତ୍ରା(ଡ଼ୋଜ)
କୃଷକଙ୍କ ନାମ : ଶ୍ରୀ. ଟିପେସ ରାଜ୍ୟ : କର୍ଣ୍ଣାଟକ ଟିପ୍‌: ପ୍ରତି ଏକରରେ 13:0:45 @3 କିଲୋଗ୍ରାମ୍‌ ଏବଂ ଚାରିଦିନ ପରେ ଡ୍ରିପ୍‌ ମାଧ୍ୟମରେ କ୍ୟାଲ୍‌ସିୟମ ନାଇଟ୍ରେଟ୍‌ ଦେବା ଉଚିତ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
725
30
ସପୋଟାର ଉତ୍ତମ ଗୁଣବତ୍ତା ପାଇଁ ପର୍ଯ୍ୟାପ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ : ଶ୍ରୀ କିଶାନ ପ୍ରଭାତ ମାକଭାନ ରାଜ୍ୟ : ଗୁଜୁରାଟ ଟିପ୍‌: ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଣ୍ଟ ସ୍ପ୍ରେ କରନ୍ତୁ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
135
0
AgroStar Krishi Gyaan
Maharashtra
27 May 19, 10:00 AM
ରାସାୟନିକ ସାର ର କ୍ଷମତା ବୃଦ୍ଧି କରିବାର ଉପାୟ (ପଦ୍ଧତି)
● ସାରକୁ କଦାପି ମାଟି ଉପରେ ଫିଙ୍ଗି ଦିଅନ୍ତୁ ନାହିଁ | ମାଟିରେ ଉପଯୁକ୍ତ ଆର୍ଦତା ଥିବା ସମୟରେ ସେଗୁଡିକକୁ ପ୍ରୟୋଗ କରନ୍ତୁ | ● ବୁଣିବା ସମୟରେ ବିହନ ତଳେ ସାରକୁ ପ୍ରୟୋଗ କରାଯିବା...
ଆଜଭାଇଜରୀ ଆର୍ଟିକଲ୍‌  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
467
5
AgroStar Krishi Gyaan
Maharashtra
20 Apr 19, 04:00 PM
ଆନୋଲାର ଆକର୍ଷକ ଓ ସୁସ୍ଥ କୃଷି କ୍ଷେତ୍ର
କୃଷକଙ୍କର ନାମ - ଶ୍ରୀ ପ୍ରତୀକ ଗମିତ ରାଜ୍ୟ - ଗୁଜୁରାଟ ଟିପ୍ - ପମ୍ପ ପ୍ରତି 20 ଗ୍ରାମ ର ସୂକ୍ଷ୍ମ ପୋଷକ ତତ୍ତ୍ଵ ସ୍ପ୍ରେ କରନ୍ତୁ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
82
10
AgroStar Krishi Gyaan
Maharashtra
13 Apr 19, 04:00 PM
ରାଜମା ଫାର୍ମରେ ପୋଷଣର ଅଭାବ
"କୃଷକଙ୍କ ନାମ- ଶ୍ରୀ ଭାରତ_x000D_ ରାଜ୍ୟ-ଗୁଜୁରାଟ_x000D_ ଟିପ୍‌- ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ |"_x000D_
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
51
10
AgroStar Krishi Gyaan
Maharashtra
11 Feb 19, 04:00 PM
ଉପଯୁକ୍ତ ପୋଷକ ପରିଚାଳନା ଯୋଗୁଁ ଉତ୍ତମ ମାନର ଅଁଳା ।
କୃଷକଙ୍କ ନାମ-ଶ୍ରୀ ଜୋବି ଥୋମାସ୍ ରାଜ୍ୟ-କେରଳ ପରାମର୍ଶ- ପମ୍ପ ପ୍ରତି 20 ଗ୍ରାମ୍ ସୂକ୍ଷ୍ମପୋଷକ ମିଶାଇ ସ୍ପ୍ର କରନ୍ତୁ ।
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
337
22