Looking for our company website?  
ଫଳ ଶୋଷକ ପ୍ରଜାପତିମାନେ ଟମାଟୋକୁ ମଧ୍ୟ ନଷ୍ଟ କରିପାରନ୍ତି
ଫଳ ଶୋଷକ ପତଙ୍ଗ ଲେମ୍ବୁ, କମଳା, ପିଜୁଳି ଏବଂ ଡାଳିମ୍ବ ଇତ୍ୟାଦିକୁ ନଷ୍ଟ କରିଥାଏ। ଏଥିସହିତ ସେମାନଙ୍କର ପରିବର୍ତ୍ତିତ ପାଟି ଦ୍ୱାରା ଟମାଟୋର ରସ ଶୋଷି ସେଗୁଡ଼ିକୁ ନଷ୍ଟ କରିଥାଏ। ଫଳ ଉପରେ ଅସଂଖ୍ୟା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
191
13
ଅଙ୍ଗୁର ଝିଣ୍ଟିକାର ନିୟନ୍ତ୍ରଣ
ସଂକ୍ରମିତ ଲାର୍ଭା ଉପରେ ଧଳାଗାର ଦେଖାଯାଏ। ଅଧିକ ସଂକ୍ରମଣ କ୍ଷେତ୍ରରେ ଛୋଟ ଫଳଗୁଡ଼ିକ ଅପରିପକ୍ୱ ଭାବରେ ଖସି ପଡ଼େ। ଆରମ୍ଭ ହେବା ମାତ୍ରେ 10 ଲିଟର ପାଣିରେ 4 ମିଲି ହାରରେ ସିଣ୍ଟ୍ରାନିଲିପ୍ରୋଲ 10.26...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
231
43
ଲେମ୍ବୁ ଏବଂ କମଳାରେ ଲିଫ୍‌ ମାଇନର ସଂକ୍ରମଣ
ଛୋଟ ଅଙ୍କାବଙ୍କା ଲାର୍ଭା ପତ୍ରର ଦୁଇ ଧାର ପରସ୍ତ ମଧ୍ୟରେ ରହେ ଏବଂ ଭିତର ଉପାଦାନ ଖାଇ ନିଏ । ସଂକ୍ରମିତ ଅଂଶଗୁଡ଼ିକ ଏକ ଧଳା ପ୍ରତିଫଳନ ପରି ଦେଖାଯାଏ । ଲାଭାଗୁଡ଼ିକ ଧାଡ଼ିରେ ଯିବା ଆସିବା କରୁଥିବା ମଧ୍ୟ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
165
38
ଟମାଟୋ ଫଳବିନ୍ଧା ପୋକ ପାଇଁ କେଉଁ କୀଟନାଶକ ସିଞ୍ଚନ କରନ୍ତି ?
ଅମଳ କରିବା ସମୟରେ ଯଦି ଫଳରେ 5 %ରୁ କମ୍‌ରୁ କ୍ଷତି ଦେଖାଯାଏ ତେବେ10 ଲିଟର ପାଣିରେ 3 ମିଲି ହାରରେ କ୍ଲୋରାଟ୍ରାନିଲିପ୍ରୋଲ 18.5 SC କିମ୍ବା 10 ମିଲି ହାରରେ କ୍ଲୋରାଟ୍ରାନିଲିପ୍ରୋଲ 8.8%+ ଥିଆମେଥୋଜାମ୍‌...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
180
49
କଣ ଆପଣ କପା, ଭେଣ୍ଡି, କିମ୍ବା ବାଇଗଣରେ ଏହି ପ୍ରକାରର ଅଣ୍ଡା ଦେଖିଛନ୍ତି? ଏହା ବିଷୟରେ ଜାଣନ୍ତୁ
ଏହା ଦୁର୍ଗନ୍ଧ ହେଉଥିବା କୀଟର ଅଣ୍ଡା ଅଟେ, ଯାହାକୁ ଏକ ସମୂହରେ ମାଇ କୀଟ ଦ୍ୱାରା ଭଲ ଭାବରେ ବ୍ୟବସ୍ଥିତ କରି ରଖାଯାଇଥାଏ | ବିକାଶଶୀଳ ନିମ୍ଫ, ଏବଂ ପରେ ଉପଯୁକ୍ତ ବୟସ୍କଗୁଡ଼ିକ, ସମସ୍ତ ପତ୍ର, ଶାଖା,...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
71
7
କପାରେ ଧଳାମାଛି
ଆଜିକାଲି ଦିନବେଳା ଅଧିକ ଗରମ ରହିଥାଏ ଏବଂ ରାତିସମୟରେ ତାପମାତ୍ରା ହ୍ରାସ ହୋ‍ଇଯାଏ, ଯାହା ଧଳାମାଛିମାନଙ୍କ ପାଇଁ ଲାଭଦାୟକ ହୋ‍ଇଥାଏ | ଯଦି ଧଳାମାଛି ବୃଦ୍ଧି ହେବାର ପ୍ରବୃତ୍ତି ଦେଖାଯାଏ, ତେବେ ପ୍ରତି...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
103
11
କପାରେ ଶୋଷକ ପୋକ ନିୟନ୍ତ୍ରଣ ପାଇଁ ଆପଣ କେତେବେଳେ କୀଟନାଶକ ପ୍ରୟୋଗ କରିବେ ?
ହାରାହାରି ଭାବରେ ଯଦି ଜଉପୋକ, ପତ୍ର ଝିଣ୍ଟିକା, ହ୍ୱାଇଟ୍‌ଫ୍ଲାଏ ଏବଂ ଥ୍ରୀପ୍ସର ସଂଖ୍ୟା 5 କିମ୍ବା ଅଧିକ ହୁଏ ଏହା ଇକୋନୋମିକ୍‌ ସ୍ପ୍ରେ (ଇଟିଏଲ୍‌) ହୋଇଯାଏ। ହରାହାରି ସଂଖ୍ୟା ଯାଦୃଚ୍ଛିକ ଭାବରେ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
415
98
କପାରେ ହ୍ୱାଇଟ୍‌ ଫ୍ଲାଏର ଫଳପ୍ରଦ ନିୟନ୍ତ୍ରଣ
ହ୍ୱାଇଟ୍‌ ଫ୍ଲାଏ କାରଣରୁ ପତ୍ରଗୁଡ଼ିକ ଅସମାନ ଭାବରେ ମୋଡି ହୋଇଯାଏ । ଛୋଟ ପୋକଗୁଡ଼ିକ ପତ୍ରର ଭିତର ପାର୍ଶ୍ୱରେ ଲାଗି ରୁହନ୍ତି ଏବଂ ଗଛକୁ ଶୋଷନ୍ତି । ଗଛ ସାମାନ୍ୟ ହଲାଇଲେ ଫସଲ ଚାରିପାଖରେ ବଡ଼ପୋକ ଗୁଡ଼ିକ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
333
58
କପାରେ ଶୂକ ସଂକ୍ରମଣ
କୃଷକଙ୍କ ନାମ – ଶ୍ରୀ ସତ୍ୟନାରାୟଣ ରାଜ୍ୟ – ତେଲେଙ୍ଗାନା ସମାଧାନ‌ -ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ପମ୍ପ ଲାର୍ଭିନ (ଥିଓଡିକାର୍ବ 75% ଡ଼ବ୍ଲୁପି) @ 30 ଗ୍ରାମ୍‌ ସିଞ୍ଚନ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
286
59
କପାରେ ଗୋଲାପି ବଲଓ୍ୱର୍ମ ପରିସ୍ଥିତିରେ ଆପଣ କ’ଣ ପଦକ୍ଷେପ ନେବେ ?
ଏକର ପିଛା 10ଟି ଫେରୋମନ୍‌ ଟ୍ରାପ୍‌ ସ୍ଥାପନ କରନ୍ତୁ ଯଦି ପତଙ୍ଗଗୁଡ଼ିକ ନିୟମିତ ଭାବରେ ଏହି ଯନ୍ତାରେ ପଡନ୍ତି ତେବେ ପ୍ରଥମ ଥର 10 ଲିଟର ପାଣିରେ 10 ମିଲି ଲେଖାଏଁ ପ୍ରୋଫେନୋଫସ 50 ଇସି ଏବଂ ଦ୍ୱିତିୟ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
344
40
କପା ପତ୍ର ଉପରେ କଳା ଧୂଆଁଳିଆ କବକ ରହିଛି କି ?
କଳା ଧୂଆଁଳିଆ କବକ ଜଉପୋକର ସ୍ରାବ ଦ୍ୱାରା ପତ୍ରଗୁଡ଼ିକ ଉପରେ ସୃଷ୍ଟି ହୁଏ ଯାହାକି ଗଛର ଆଲୋକ ସଂଶ୍ଲେଷଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଯଦି ଆଦ୍ରତା 80 %ରୁ ଅଧିକ ହୁଏ ତେବେ ଏଗୁଡ଼ିକର ସଂଖ୍ୟା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
339
59
ଆପଣ କପା ମିଲିବଗ୍‌ କିପରି ନିୟନ୍ତ୍ରଣ କରିବେ
ଆରମ୍ଭରେ, କେବଳ ସଂକ୍ରମିତ ଫସଲ ଉପରେ ସିଞ୍ଚନ କରନ୍ତୁ ଏବଂ ଏହା ଅଧିକ ବ୍ୟାପିବାକୁ ଅଟକାନ୍ତୁ । ଅଧିକ ସଂକ୍ରମିତ ହୋଇଥିବା ଫସଲକୁ କ୍ଷେତରୁ ବାହାର କରି ମାଟିରେ ପୋତି ଦିଅନ୍ତୁ । ପିମ୍ପୁଡିମାନେ ଏହାକୁ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
249
62
ଆପଣ କପାରେ ଏହି ପୋକ ଲକ୍ଷ୍ୟ କରିଛନ୍ତି କି?
ଏହା ଏକ କ୍ଷୁଦ୍ର କୀଟ ଯାହାକୁ କି ଫ୍ଲାଟିଡ୍‌ ହପର୍‌ କୁହାଯାଏ। ଏହା କପା ଫସଲର ଚାରାଗୁଡ଼ିକ ଶୋଷିନିଏ। କିନ୍ତୁ ଏହା କୌଣସି ଅର୍ଥନୈତିକ କ୍ଷତି କରେ ନାହିଁ। ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ କୌଣସି...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
261
43
AgroStar Krishi Gyaan
Maharashtra
08 Oct 19, 04:00 PM
ସର୍ବାଧିକ କପା ଅମଳ ପାଇଁ ଅନୁମୋଦିତ ଉର୍ବରକ କ’ଣ ?
କୃଷକଙ୍କ ନାମ: ଶ୍ରୀ ସପନ ପାଟିଲ୍‌ ରାଜ୍ୟ: ମହାରାଷ୍ଟ୍ର ଟିପ୍‌ସ:ଏକର ପିଛା 25 କେଜି ୟୁରିଆ, 50କେଜି 10:26:26, 8 କେଜି ମ୍ୟାଗ୍ନେସିୟମ୍‌ ସଲ୍‌ଫେଟ୍‌ ମାଟିରେ ଭଲଭାବରେ ମିଶାଯାଇ
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
978
112
କଟକ ଥ୍ରିପ୍ସ ଦ୍ୱାରା ହେଉଥିବା କ୍ଷତି ଚିହ୍ନଟ କରନ୍ତୁ ଏବଂ ଏହାକୁ ସିଞ୍ଚନ କରନ୍ତୁ
ଦୁଇଟି ଜଳସେଚନ ମଧ୍ୟରେ ଫରକ ବଢ଼ିଲେ ଏମାନଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ। ଥ୍ରିପ୍ସ ପୋକ ପତ୍ରର ତଳ ଭାଗରେ ବସା ବାନ୍ଧନ୍ତି ଏବଂ ବାହାରୁଥିବା ଗଜାକୁ ଖାଇ ଦିଅନ୍ତି। ପତ୍ରଗୁଡ଼ିକ ଖଦଖଦଡ଼ିଆ ଏବଂ ମୋଟା ହୋଇଯାଏ।...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
283
50
କପା ଫସଲର ବିଳମ୍ବିତ ପର୍ଯ୍ୟାୟରେ ଗୋଲାପୀ ବଲ୍ ଓ୍ୱାର୍ମର ନିୟନ୍ତ୍ରଣ
ଗତ କେତେ ବର୍ଷ ହେବ ଉପଦ୍ରବ କରୁଥିବା ଗୋଲାପୀ ବଲ୍ଓ୍ୱାର୍ମ ବିଳମ୍ବିତ ପର୍ଯ୍ୟାୟରେ କପାର ଭୀଷଣ କ୍ଷତି କରିଛି । ଏହି ପୋକ କଢ଼, ଫୁଲ ଏବଂ ଧରୁଥିବା କଢ଼ରେ ଯେଉଁ ଅଣ୍ଡା ଦିଏ ତାହା ସାଧାରଣତଃ ଖାଲି ଆଖିରେ...
ଗୁରୁ ଜ୍ଞାନ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
484
77
କପାରେ ଜେସିଡ୍ସ ଦ୍ୱାରା ହୋଇଥିବା କ୍ଷତିକୁ ଦେଖନ୍ତୁ ଏବଂ ଏହାକୁ ସ୍ପ୍ରେ କରନ୍ତୁ |
ଉଭୟ ନିମ୍ଫ୍ସ ଏବଂ ବୟସ୍କ କୀଟ ମାନେ ତେରେଛା ଚାଳନ୍ତି ଏବଂ ପତ୍ରଗୁଡ଼ିକରୁ ରସକୁ ଶୋଷିନିଅନ୍ତି | ଫଳ ସ୍ୱରୂପ, ପତ୍ରଗୁଡ଼ିକ କପ୍‌ ଆକାରର ହୋଇଯାଆନ୍ତି | ମୌସୁମୀ ଋତୁ ପରେ ଏହାର ବହୁଳତା ବୃଦ୍ଧି ହୁଏ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
30
0
କପାରେ ଜେସିଡ୍ ନିୟନ୍ତ୍ରଣ
ବର୍ଷାଦିନର ଅନିୟମତା କାରଣରୁ ଜେସିଡ୍ର ବହୁଳତା ବୃଦ୍ଧି ପାଏ |ପତ୍ରଗୁଡ଼ିକ ଭିତରକୁ କୁଞ୍ଚିତ ହୋଇଯାଏ ଏବଂ କପ୍‌ ଆକାରର ଦେଖାଯାଏ | ଏହାକୁ ନିୟନ୍ତ୍ରଣ କରିବା ପାଇଁ ଇନ୍‌ଡୋକ୍ସକ୍ରାବ 14% +ଏକିଟାମିପ୍ରିଡ...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
11
0
AgroStar Krishi Gyaan
Maharashtra
29 Sep 19, 04:00 PM
କପା ଫସଲରେ ଜସିଡ଼ କୀଟର ସଂକ୍ରମଣ
କୃଷକଙ୍କ ନାମ- ଶ୍ରୀ ବନ୍ଦଗି ପଟେଲ ରାଜ୍ୟ- କର୍ଣ୍ଣାଟକ ଟିପ୍‌- ପ୍ରତି ପମ୍ପ ଫ୍ଲୋନିକାମାଇଡ଼ 50ଡ଼ବ୍ଲ୍ୟୁଜି @8 ଗ୍ରାମ୍‌ ସ୍ପ୍ରେ କରନ୍ତୁ |
ଆଜିର ଫଟୋ  |  ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
395
65
କପାରେ ମିରିଡବଗ ବିଷୟରେ ଜାଣନ୍ତୁ
ଖଇରିଆ ରଙ୍ଗର ବୟସ୍କ ଏବଂ ନିମ୍ଫ ପତ୍ର,ସୁଟ୍‌,ଏବଂ ବୋଲରୁ ରସ ଶୋଷିନିଅନ୍ତି | ଏହା ଫଳରେ ସଂକ୍ରମିତ ସ୍ଥାନଗୁଡ଼ିକ ଧୀରେ ଧୀରେ ହଳଦିଆ ହୋଇଯାଏ ଏବଂ ଝଡ଼ିଯାଏ | ଏହି କୀଟ ଦ୍ୱାରା ଉତ୍ପନ୍ନ ହୋ‍ଇଥିବା...
ଦିନର ଟିପ୍‌  |  ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
7
0
ବେଶି ଦେଖନ୍ତୁ