Looking for our company website?  
AgroStar Krishi Gyaan
Pune, Maharashtra
17 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡି ଫସଲରେ ଶୋଷକ କୀଟ ନିବାରଣ ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରିବେ?
10ଲିଟର ପାଣିରେ 4 ଗ୍ରାମ ହାରରେ ଥିଆମେଥୋକ୍ଜାମ୍‌ 25 WG କିମ୍ବା 2 ଗ୍ରାମ୍‌ ହାରରେ ଇମିଡାକ୍ଲୋପ୍ରିଡ୍‌ 70 WG କିମ୍ବା 4 ଗ୍ରାମ ହାରରେ ଫ୍ଲୋନିକାମିଡ୍‌ 50 WG ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
356
29