Looking for our company website?  
AgroStar Krishi Gyaan
Pune, Maharashtra
22 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଯଦି ଆପଣ କପାରେ ପତ୍ର ଉକୁଣୀ ପୋକ ଦେଖନ୍ତି ତେବେ କେଉଁ କୀଟନାଶକ ସିଞ୍ଚନ କରିବେ?
10 ଲିଟର ପାଣିରେ 5 ମିଲି ହାରରେ ସ୍ପିନେଟୋରାମ 11.7 SC କିମ୍ବା 10 ମିଲି ହାରରେ ଫିପ୍ରୋନିଲ୍‌ 5 SC କିମ୍ବା 10 ଗ୍ରାମ ହାରରେ ଏସେଫେଟ୍‌ 75 SP ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
572
64