AgroStar Krishi Gyaan
Pune, Maharashtra
18 Mar 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଟମାଟୋରେ ଫଳ ବିନ୍ଧାର ନିୟନ୍ତ୍ରଣ ପାଇଁ ଆପଣ କେଉଁ କୀଟନାଶକ ସ୍ପ୍ରେ କରିବେ
ପ୍ରତି 10 ଲିଟର ପାଣିରେ କ୍ଲୋରୋଣ୍ଟ୍ରାନିଲପ୍ରୋଏଲ୍‌ 18.5 SC @ 3ମି.ଲି. କିମ୍ବା ଫ୍ଲୁବେଣ୍ଡିଆମାଇଡ୍‌ 20 WG @ 5 ଗ୍ରାମ୍‌ ମିଶାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
624
5