Looking for our company website?  
AgroStar Krishi Gyaan
Pune, Maharashtra
27 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡିରେ ଫଳବିନ୍ଧା ପୋକ ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରିବେ?
10 ଲିଟର ପାଣିରେ 10 ମିଲି ଡେଲ୍ଟାମେଥ୍ରିନ୍‌ 1% + ଟ୍ରାଇଜୋଫସ୍‌ 35% EC କିମ୍ବା 10 ମିଲି ପିରିପ୍ରୋକ୍ସିଫେନ୍‌ 5% + ଫେନପ୍ରୋପାଥ୍ରିନ୍‌ 15% EC କିମ୍ବା 10 ମିଲି ହାରରେ ସିଣ୍ଟ୍ରାନିଲିପ୍ରୋଲ୍‌ 10 OD ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
93
10