Looking for our company website?  
AgroStar Krishi Gyaan
Pune, Maharashtra
02 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପାରେ ପିଙ୍କ ବଲ ୱାର୍ମର ପ୍ରତିରୋଧ ପାଇଁ ଆପଣ ପ୍ରଥମେ କେଉଁ କୀଟନାଶକ ସିଞ୍ଚନ କରିବେ ?
ଫୁଲର କଢ଼ ଆରମ୍ଭ ହେବା ସମୟରେ, ପ୍ରୋଫେନୋଫସ 50 EC @ 10 ଲିଟର ଜଳରେ ମିଶାଇ ସିଞ୍ଚନ କରନ୍ତୁ l ଏହାର ଶୁକମରା ଗୁଣ ରହିବା ସଙ୍ଗେ ସଙ୍ଗେ ଡିମ୍ବ ନାଶକାରୀ ଗୁଣ ମଧ୍ୟ ରହିଛି l ତେଣୁ ଏହା ଫଳପ୍ରଦ ପରିଣାମ ଦେଇ ଥାଏ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0