Looking for our company website?  
AgroStar Krishi Gyaan
Pune, Maharashtra
09 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବାଇଗଣରେ କାଣ୍ଡ ଏବଂ ଫଳବିନ୍ଧା ପୋକ ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରନ୍ତି ?
ପ୍ରତ୍ୟେକ ଅମଳ ସମୟରେ ପୋକ ଖାଇଯାଇଥିବା ଫଳଗୁଡ଼ିକୁ ସଂଗ୍ରହ କରି ନଷ୍ଟ କରନ୍ତୁ ଏବଂ ୧୦ଲିଟର ପାଣିରେ ୪ମିଲି ହାରରେ କ୍ଲୋରାଣ୍ଟ୍ରାନିଲିପ୍ରୋଲ୍‌ ୫ ଡବ୍ଲୁଜି କିମ୍ବା ୧୦ ଗ୍ରାମ ହାରରେ ଥିଓଡିକାର୍ବ ୭୫ ଡବ୍ଲୁପି କିମ୍ବା ୪ମିଲି ହାରରେ ୩୦ ଇସି ଫେନପ୍ରୋପାର୍ଥିନ ୩୦ ଇସି ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
258
33