Looking for our company website?  
AgroStar Krishi Gyaan
Pune, Maharashtra
05 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ମକା ଫସଲରେ ଫଲ ଆର୍ମି ୱାର୍ମ ୱାର୍ମର ପରିଚାଳନା ପାଇଁ ଆପଣ କେଉଁ କୀଟନାଶକ ପ୍ରୟୋଗ କରିବାକୁ ପସନ୍ଦ କରିବେ?
10 ଲିଟର ଜଳରେ ସ୍ପାଇନଟୋରାମ 11.7 ଏସସି @10 ମି.ଲି. କିମ୍ବା କ୍ଲୋରାଣ୍ଟ୍ରାନୀଲିପ୍ରଲ18.5 ଏସସି @ 3 ମି.ଲି. କିମ୍ବା ଥିଆମେଥୋଏକ୍ସମ 12.6% + ଲାମ୍ବଡା ସାଇହେଲୋଥ୍ରୀନ 6.5% @ 5 ମି.ଲି. ସିଞ୍ଚନ କରନ୍ତୁ l ସୁନିଶ୍ଚିତ କରନ୍ତୁ ଯେ ପତ୍ରର ମୂଳଅଂଶ ଉପଯୁକ୍ତ ଭାବରେ ଆଚ୍ଛାଦନ ହେଉଥିବା ଉଚିତ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
4
0