AgroStar Krishi Gyaan
Pune, Maharashtra
16 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡି ଫସଲରେ ଫଳ ଛିଦ୍ରକର ନିୟନ୍ତ୍ରଣ ପାଇଁ ଆପଣ କେଉଁ କୀଟନାଶକ ପ୍ରୟୋଗ କରିବା ପାଇଁ ପସନ୍ଦ କରିବେ ?
ପ୍ରତି ୧୦ ଲିଟର ଜଳରେ କାରଟପ ହାଇଡ୍ରୋକ୍ଲୋରାଇଡ ୫୦ ଏସପି @ ୨୦ ଗ୍ରାମ କିମ୍ବା କ୍ଲୋରାଣ୍ଟ୍ରାନୀଲିପ୍ରଲ ୧୮.୫ ଏସସି @ ୩ ମି.ଲି. କିମ୍ବା ଏମାମେକ୍ଟିନ ବେନଜୋଏଟ ୫ ଡବ୍ଲୁଜି @ ୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
6
0