Looking for our company website?  
AgroStar Krishi Gyaan
Pune, Maharashtra
17 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆଖୁବିନ୍ଧା ସଂକ୍ରମଣ
ବିଭିନ୍ନ ପ୍ରକାର ବିନ୍ଧା ପୋକ ଆଖୁ ଫସଲକୁ ନଷ୍ଟ କରିଥାନ୍ତି । ଏହି ନଷ୍ଟ ଯୋଗୁଁ ଗଛ ‘‘ଶୁଖିଯାଏ’’ ଏବଂ ଫଳରେ ଗଛର ବୃଦ୍ଧି ଠିକ୍‌ ଭାବରେ ହୋଇପାରେ ନାହିଁ। ଆଖୁରେ କୀଟନାଶକ ସିଞ୍ଚନ କରିବା ଏକ କଷ୍ଟକର କାମ । ସାବଧାନତାମୂଳକ ପଦକ୍ଷେପ ଯେମିତିକି କ୍ଷେତରେ ଅଧିକ ସମୟ ପାଣି ଜମା ହୋଇ ନରହିବା, ଦ୍ୱିତୀୟ ଫସଲ ଏଡାଇବା, ନୂତନ ରୋପଣ ପାଇଁ କୀଟ ମୁକ୍ତ ସ୍ଥାନ ଚୟନ କରିବା, ଜମିରେ ଅତିକମ୍‌ରେ ଗୋଟିଏ ଆଲୋକଜାଲି ଲଗାଇବା ଇତ୍ୟାଦି କ୍ଷତିକୁ ସର୍ବନିମ୍ନ କରିବା ପାଇଁ କରାଯିବା ଉଚିତ୍‌ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
93
13