AgroStar Krishi Gyaan
Pune, Maharashtra
13 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବାଇଗଣ ଫଳ ବିନ୍ଧା ପାଇଁ ଆପଣ କେଉଁ କୀଟନାଶକ ସିଞ୍ଚନ କରିବାକୁ ଯାଉଛନ୍ତି?
ପ୍ରତି 10 ଲିଟର ପାଣିରେ କ୍ଲୋରନାଟ୍ରାନିଲିପ୍ରୋଲେ 18.5 ଏସସି @ 4 ମିଲିଲିଟର କିମ୍ୱା ଇମାମ୍ୟାକ୍‌ଟିନ ବେନ୍‌ଜୁଏଟ 5 ଡ଼ବ୍ଲୁଜି @ 4 ଗ୍ରାମ୍‌ କିମ୍ୱା ଥିଓଡିକ୍ରାବ୍‌ 75 ଡ଼ବ୍ଲୁପି @ 10 ଗ୍ରାମ୍‌ କିମ୍ୱା ବେଟ୍ୟାକ୍‌ଫ୍ଲୁଥ୍ରିନ୍‌ 8.49% + ଇମିଡାକ୍ଲୋପ୍ରିଡ୍‌ 19.81% ଓଡ଼ି @ 4 ମିଲିଲିଟର ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
15
0