AgroStar Krishi Gyaan
Pune, Maharashtra
08 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଦିନରେ କେଉଁ ସମୟରେ ଆପଣ କୀଟନାଶକ ସିଞ୍ଚନ କରିବା ଉଚିତ ?
ସର୍ବୋତ୍କୃଷ୍ଟ ପରିଣାମ ପାଇଁ ଖରାଦିନେ ସକାଳ 07 ରୁ 11 ଏବଂ ସନ୍ଧ୍ୟା 04 ରୁ 07 ଟା ମଧ୍ୟରେ ସିଞ୍ଚନ କରାଯିବା ଉଚିତ୍‌।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
459
0