Looking for our company website?  
AgroStar Krishi Gyaan
Pune, Maharashtra
21 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଏହି ଖାଦକ, ଝିଣ୍ଟିକା ବିଷୟରେ ଅଧିକ ଜାଣନ୍ତୁ
ମାଣ୍ଟିଡ୍‌ ବା ଏହି ବଡ଼ ଝିଣ୍ଟିକାର ଏକ ସ୍ୱତନ୍ତ୍ର ପ୍ରକାରର ହଳେ ଆଗ ଗୋଡ଼ ଥାଏ। ଏହି ଗୋଡ଼ ସାହାଯ୍ୟରେ ଛୋଟ ଛୋଟ ବିଭିନ୍ନ ପ୍ରକାରର କୋମଳ ଅଙ୍ଗ ଥିବା ପୋକ ଯଥା , ଆଫିଡ୍‌, ଜସିଡ୍‌ ପରି ଝିଣ୍ଟିକା, ଧଳା ପତଙ୍ଗ ଏବଂ ମିଲିବଗ ପରି ଶୋଷକ କୀଟ ଏବଂ ଛୋଟ ସଁବାଳୁଆ ଆଦିକୁ ଜବତ କରାଯାଇପାରେ । ଏହା ପରେ ଏହା ବଡ଼ ବଡ଼ ପୋକ ଯେମିତିକି ବଡ଼ ସଁବାଳୁଆ, ଭଅଁର ଜାତୀୟ ପୋକ, ଝିଣ୍ଟିକା ଆଦିକୁ ଧରିଥାଏ । ଏହି ଜୀବକୁ ସଂରକ୍ଷିତ କରାଯିବା ଉଚିତ୍‌
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
43
0