AgroStar Krishi Gyaan
Pune, Maharashtra
26 Jan 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଡାଲିଜାତୀୟ ଫସଲରେ ଅନାବନା ଗଛ ନାଶକ ଔଷଧ
ଡାଲିଜାତୀୟ ଫସଲକୁ ଅନାବନା ଗଛ ଆକ୍ରମଣରୁ ରକ୍ଷା କରିବା ପାଇଁ ବିହନ ବୁଣିବା ପରେ ମାଟିରେ ଏକର ପିଛା ୭୦୦ମି.ଲି. ଦୋଷ୍ଟ ସୁପର ସ୍ପ୍ରେ କରିବା ଆବଶ୍ୟକ, କିନ୍ତୁ ଏହା ଗଜା ହେବା ପୂର୍ବରୁ କରିବା ଆବଶ୍ୟକ l
0
0