Looking for our company website?  
AgroStar Krishi Gyaan
Pune, Maharashtra
04 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଟମାଟୋ ଫଳ ବିନ୍ଧା
ଏହାକୁ ପ୍ରତିଶେଧନ କରିବା ପାଇଁ ଏକର ପିଛା ୧୦ଟି ଲେଖାଏଁ ଫେରୋମନ ଟ୍ରାପ୍‌ ସ୍ଥାପନ କରନ୍ତୁ ଯାହା ଏହି ବଡ଼ ପୋକଗୁଡ଼ିକୁ ଆକର୍ଷିତ କରିବ ଏବଂ ମାରିଦେବ। ଏହି ଲାଭାଗୁଡ଼ିକର କମ୍‌ ସଂଖ୍ୟା ମଧ୍ୟ ଆର୍ଥିକ କ୍ଷତି ଘଟାଇପାରେ। ନଷ୍ଟ ହେବା ଆରମ୍ଭ ହେବାମାତ୍ରେ ଏନ୍‌ପିଭି ସିଞ୍ଚନ କରନ୍ତୁ। ୧୦ଲିଟର ପାଣିରେ ୪ ମିଲି ହାରରେ ଫ୍ଲୁବେଣ୍ଡିଆମାଇଡ୍‌ ୪୮୦ ଏସ୍‌ସି କିମ୍ବା ନୋଭାଲୁରୋନ ୧୦ ଇସି ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
152
6