AgroStar Krishi Gyaan
Pune, Maharashtra
05 Feb 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆଖୁ ଫସଲରେ ପତ୍ରଗୁଡ଼ିକ ହଳଦିଆ ପଡ଼ିବା କମ କରିବା ନିମନ୍ତେ
ନୂଆକରି ଲଗାଯାଇଥିବା ଆଖୁ ଫସଲରେ କିମ୍ବା ନୂଆ ଆଖୁ ଗଜାରେ ଯଦି ପତ୍ରଗୁଡ଼ିକ ହଳଦିଆ ପଡ଼ିବା ଭଳି ଅସୁବିଧା ଦେଖାଯାଏ ତେବେ ଏହା ଭଲ ହେବା ପାଇଁ ଲିଟର ପିଛା ୫ ଗ୍ରାମ ୟୁରିଆ ଏବଂ ଲିଟର ପିଛା ୦.୫ ଗ୍ରାମ EDTA ଫେରସକୁ ଏକାଠି ମିଶେଇକରି ସ୍ପ୍ରେ କରନ୍ତୁ l
0
0