Looking for our company website?  
AgroStar Krishi Gyaan
Pune, Maharashtra
15 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ପିଙ୍କ ବୁଲୱାର୍ମର ନିୟନ୍ତ୍ରଣ ପାଇଁ, ଆପଣ କେଉଁ କୀଟନାଶକ ଦ୍ଵିତୀୟ ଥର ସିଞ୍ଚନ କରିବା ପାଇଁ ପସନ୍ଦ କରିବେ ?
ପ୍ରତି ୧୦ ଲିଟର ଜଳରେ କ୍ଲୋରାଣ୍ଟ୍ରାନୀଲିପ୍ରଲ ୧୦% + ଲାମ୍ବଡା ସାଇହେଲୋଥ୍ରୀନ ୫% ଜିସି @୫ ମି.ଲି. ମିଶାଇ ସିଞ୍ଚନ କରନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
4
0