AgroStar Krishi Gyaan
Pune, Maharashtra
18 May 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ସବୁଜ ବୁଟରେ ଧଳା ମାଛିର ନିୟନ୍ତ୍ରଣ
ସବୁଜ ବୁଟରେ ଧଳା ମାଛିର ନିୟନ୍ତ୍ରଣ ପାଇଁ, ସବୁଜ ବୁଟର ପ୍ରାରମ୍ଭିକ ସ୍ତରରେ ପ୍ରତି ୨୦୦ ଲିଟର ପାଣିରେ ନିମ୍ବ ତେଲ ୩୦୦ ପିପିଏମ ୧ ଲିଟର କିମ୍ୱା ବର୍ଟିସିଲ୍ଲିଅମ ଲେକାନି ୧ କିଲୋଗ୍ରାମ ୨୦୦ ଲିଟର ପାଣିରେ ମିଶ୍ରଣ କରି ସ୍ପ୍ରେ କରିବା ଦରକାର | ଯଦି ଧଳା ମାଛିର ସାଂଘାତିକ ଆକ୍ରମଣ ହୁଏ, ତେବେ ପ୍ରତି ୨୦୦ ଲିଟର ପାଣିରେ ଦିଫେନଥୁରୋନ ୫୦% ଡବ୍ଲ୍ୟୁପି ୨୪୦ ଗ୍ରାମ କିମ୍ୱା ଆସେଟାମିପ୍ରିଡ ୪୦ ଗ୍ରାମ ପ୍ରତି ଏକରରେ ମିଶ୍ରଣ କରି ସ୍ପ୍ରେ କରିବା ଦରକାର | କୀଟନାଶକ ୧୦ ରୁ ୧୫ ଦିନ ବ୍ୟବଧାନରେ ଦିନେ ଛାଡି ଦିନେ ସ୍ପ୍ରେ କରିବା ଦରକାର | ଆହୁରି ମଧ୍ୟ ଏକର ଦରରେ ୧୦ ନୀଳ ଅଠାଳିଆ ଜାଲ ଏବଂ ୨୦ ହଳଦିଆ ଅଠାଳିଆ ଜାଲ ବ୍ୟବହାର କରିବା ଦରକାର |
157
28