Looking for our company website?  
AgroStar Krishi Gyaan
Pune, Maharashtra
16 May 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆମ୍ବରେ ପାଉଡର ଫଙ୍କୁ ନିୟନ୍ତ୍ରଣ
200 ଲିଟର ପାଣିରେ କାର୍ବେନଡେନଞ୍ଜିମ 50 % ଡବ୍ଲ୍ୟୁ ପି@200 ଗ୍ରାମ କିମ୍ୱା ମାଇକୋବୁଟାନିଲ 10%ଡବ୍ଲ୍ୟୁ ପି @80 ଗ୍ରାମ ମିଶାଇ ସର୍ବଦା କୀଟନାଶକ କୁ 10 ରୁ 15 ଦିନ ଅନ୍ତରାଳରେ ସ୍ପ୍ରେ କରିବା ଦରକାର
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
11
1