AgroStar Krishi Gyaan
Pune, Maharashtra
01 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଏହି କୀଟ କୌଣସି କ୍ଷତି କରେ ନାହିଁ ।
ଏହି ଲେଡିବାର୍ଡ ପୋକ କପା ଫସଲରେ ସଂକ୍ରମିତ ହୋଇଥିବା ଜଉ ପୋକ ଖାଏ । ଏହା ଜଉପୋକ ନିୟନ୍ତ୍ରଣ କରେ ତେଣୁ ଏହି ପୋକ ସଂରକ୍ଷିତ ହେବା ଉଚିତ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
35
0