Looking for our company website?  
AgroStar Krishi Gyaan
Pune, Maharashtra
28 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଏହି ପରଜୀବୀ ବିଷୟରେ ଅଧିକ ଜାଣନ୍ତୁ
ଏହି ପରଜୀବୀକୁ ଆପେଣ୍ଟିଲିସ୍‌ ମାଛି କୁହାଯାଏ । ଏହି ପରଜୀବୀର ପ୍ରାପ୍ତ ବୟସ୍କ ମାଈ ପତଙ୍ଗ ଏହାର ଅଣ୍ଡାକୁ ଫସଲର ଅସଂଖ୍ୟ କ୍ଷତି କରୁଥିବା ସଁବାଳୁଆ ଶରୀରରେ ଭର୍ତ୍ତି କରିଦିଏ । ଫଳରେ ଲାର୍ଭା ନିଜର ଜୀବନଚକ୍ର ପୂର୍ଣ୍ଣ କରିପାରେ ନାହିଁ । ଯଦି ଏହି ପରଜୀବୀର ସଂଖ୍ୟା ସନ୍ତୋଷଜନକ ଥିବା ଲକ୍ଷ୍ୟ କରାଯାଏ, ତେବେ ସିଞ୍ଚନ କରିବା ଏଡାନ୍ତୁ କିମ୍ବା ବିଳମ୍ବିତ କରନ୍ତୁ ଏବଂ ଏହି ଜୈବ ନିୟନ୍ତ୍ରଣର ସୁବିଧା ନିଅନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
78
1