Looking for our company website?  
AgroStar Krishi Gyaan
Pune, Maharashtra
08 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଏଗୁଡ଼ିକ ଲେମ୍ବୁ ପ୍ରଜାପତି
ଛୋଟା ଲାଭାଗୁଡ଼ିକ ଚଢ଼େଇର ମଳ ପରି ଦେଖାଯାଏ। ବଡ଼ ଲାଭାଗୁଡ଼ିକର ଶେଷ ଭାଗରେ ସିଂହପରି ଆକାର ଦେଖିହୁଏ। ଏଗୁଡ଼ିକ ଚାରା ଅବସ୍ଥାରେ ଏବଂ ନୂତନ ଭାବରେ କଅଁଳି ଥିବା ଫସଲରେ ଭୀଷଣ କ୍ଷତି ଘଟାଇଥାନ୍ତି। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ପୋକଗୁଡ଼ିକ ଭୀଷଣ ଭାବରେ ଖାଇ ଯାଆନ୍ତି ଏବଂ ଫସଲଗୁଡ଼ିକର ଫୁଲ ନଷ୍ଟ କରିଦିଅନ୍ତି। କୀଟନାଶକ ସିଞ୍ଚନ କରିବା ବଦଳରେ ବଡ଼ ଲାଭାଗୁଡ଼ିକ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
149
11