Looking for our company website?  
AgroStar Krishi Gyaan
Pune, Maharashtra
25 Sep 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିଇସ୍ରାଏଲ୍‌ କୃଷି ପ୍ରଯୁକ୍ତିବିଦ୍ୟା
ଟମାଟୋ ଚାରା ଗ୍ରାଫ୍ଟିଙ୍ଗ ପାଇଁ ପ୍ରଯୁକ୍ତିବିଦ୍ୟା
• ଗ୍ରାପ୍ଟିଙ୍ଗ ମେସିନ୍‌ରେ, ଟମାଟୋ ଚାରାକୁ ସମ୍ବଦ୍ଧିତ ସ୍ଥାନରେ ରଖାଯାଏ | • ମେସିନ୍‌ ରୁଟ୍‌ଷ୍ଟକ୍‌ ଏବଂ ସ୍କୋନ୍‌କୁ କାଟିଥାଏ, ଏବଂ ତାପରେ ସେଗୁଡ଼ିକୁ ପାଖକୁ ଆଣିଥାଏ | • କଟା ଯାଇଥିବା ଶେଷ ଭାଗ ସହିତ ଏକ କ୍ଲିପ୍‌କୁ ଯୋଡ଼ା ଯାଇଥାଏ, ଏବଂ ତାପରେ ଚାରାଗୁଡ଼ିକୁ ନର୍ସରୀ ଟ୍ରେ ରେ ବିକଶିତ କରାଯାଇଥାଏ | • ମୁଖ୍ୟ ଖେତରେ ଚାରା ରୋପଣ କରିବା ପରେ, ଭବିଷ୍ୟତରେ ବ୍ୟବହାର କରିବା ପାଇଁ ନର୍ସରୀ ଟ୍ରେଗୁଡ଼ିକୁ ଭଲ ଭାବରେ ସଫା କରାଯାଇଥାଏ | ଉତ୍ସ: ଇସ୍ରାଏଲ୍‌ କୃଷି ପ୍ରଯୁକ୍ତିବିଦ୍ୟା
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
290
7