AgroStar Krishi Gyaan
Pune, Maharashtra
23 Jul 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କଲରାରେ ଶୋଷକ କୀଟର ସଂକ୍ରମଣ
କୃଷକଙ୍କ ନାମ: ଶ୍ରୀ ଡ଼େନିସ ଇରିଦରାଜ ରାଜ୍ୟ: ତାମିଲନାଡୁ ସମାଧାନ: ପ୍ରତି ପମ୍ପ କ୍ଲୋରପାୟିରଫସ୍‌ 50%+ସାଇପରମେଥ୍ରୀନ୍‌ 5%@ 30 ମିଲିଲିଟର ମିଶାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
209
16