Looking for our company website?  
AgroStar Krishi Gyaan
Pune, Maharashtra
12 Feb 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆଳୁ ଫସଲରେ ଅନାବନା ଗଛ ମାରିବା ପାଇଁ ଔଷଧ ସ୍ପ୍ରେ କରିବା
ଆଳୁ ଲଗାଇବା ପରେ, ଗଜା ଆସିବା ପୂର୍ବରୁ ଏକର ପିଛା ୨୫୦ ଗ୍ରାମ ମେଟ୍ରିବୁଜିନ ହରବିସାଇଡ ଭାପ୍ସା ଅବସ୍ଥାରେ ସ୍ପ୍ରେ କରିବା ଆବଶ୍ୟକ l ସ୍ପ୍ରେ କରିବା ସମୟରେ ଜମିରେ ଯଥେଷ୍ଟ ଆର୍ଦ୍ରତା ରହିବା ଦରକାର l
0
0