Looking for our company website?  
AgroStar Krishi Gyaan
Pune, Maharashtra
08 Jul 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସୁସ୍ଥ କଞ୍ଚାଲଙ୍କା ଫସଲର ରକ୍ଷଣାବେକ୍ଷଣ ପାଇଁ ପ୍ରତିରୋଧକ କୀଟନାଶକ ସ୍ପ୍ରେ କରନ୍ତୁ
କୃଷକଙ୍କ ନାମ: ଶ୍ରୀ ମୋହନ ପଟେଲ ରାଜ୍ୟ: ମହାରାଷ୍ଟ୍ର ସମାଧାନ: ପ୍ରତି ପମ୍ପରେ 25% WG @10 ଗ୍ରାମ୍‌ ଥାୟମେଥୋକ୍ସାମ୍‌ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
560
22