Looking for our company website?  
AgroStar Krishi Gyaan
Pune, Maharashtra
13 Jun 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କୀଟ ଏବଂ ରୋଗରୁ ରକ୍ଷା କରିବା ଲାଗି କପା ଗଛରେ କୀଟନାଶକ ଛିଂଚନ୍ତୁ ପ୍ରତି ପମ୍ପରେ 20 ଗ୍ରାମ ସୁକ୍ଷ୍ମ ପୋଷକ ମଧ୍ୟ ସିଂଚନ କରନ୍ତୁ |
ଚାଷୀଙ୍କ ନାମ: ଶ୍ରୀ ପ୍ୟାରେ କୁମାର ରାଠୋଡ ରାଜ୍ୟ : ରାଜସ୍ଥାନ ପ୍ରତିକାର : ପ୍ରତି ପମ୍ପରେ 25% WG@ 10 ଗ୍ରାମ ଥିଆମେଥୋକ୍ସମ୍ ସିଂଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
896
73