Looking for our company website?  
AgroStar Krishi Gyaan
Pune, Maharashtra
26 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଯଦି କପାରେ ମେଲ୍‌ବଗ୍ସ ହେବାର ଦେଖନ୍ତି ତେବେ କୌଣସି ସୁପାରିଶିତ କୀଟନାଶକର ସିଞ୍ଚନ କରନ୍ତୁ
ପ୍ରତି 10 ଲିଟର ପାଣିରେ ପ୍ରୋଫେନୋଫୋସ୍‌ 50 ଇସି @ 10 ମିଲିଲିଟର କିମ୍ବା ଥିଓଡ଼ିକାର୍ବ 75 ଡ଼ବ୍ଲୁପି @ 15 ଗ୍ରାମ୍‌ କିମ୍ବା ବୁପ୍ରୋଫେଜିନ୍‌ 25 ଇସି @ 20 ମିଲିଲିଟର କିମ୍ବା ଇମିଡ଼ାକ୍ଲୋପ୍ରିଡ୍‌ 70 ଡ଼ବ୍ଲୁଜି @ 5 ମିଶାଇ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
19
0