AgroStar Krishi Gyaan
Pune, Maharashtra
18 May 19, 01:00 PM
କୃଷି ବାର୍ତ୍ତାଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଭାରତର ସବୁ ଆମ୍ବ- ବହୁଳ ଅଞ୍ଚଳରେ ଆମ୍ବ ପୋକ କୀଟଗୁଡ଼ିକ ପାଇଁ ବିଶେଷ ଆଲର୍ଟ
ଖୁବ ନିକଟରେ ଗିର ର ଜୁନାଗଡ଼ ଅଞ୍ଚଳରେ (ଗୁଜୁରାଟ ରାଜ୍ୟ) ଆମ୍ବ ଫସଲରେ ଏକ ନୂତନ ଜାତୀୟ କୀଟ ଦେଖାଯିବାର ଖବର ମିଳିଲା l ଏହା ଆମ୍ବ ଫଳ ଗୁଡ଼ିକର ଏବଂ ପତ୍ର ଗୁଡ଼ିକର ବହୁତ କ୍ଷତି ସାଧନ କରେ l ଏହି କୀଟ ପୋକର ପରିଚାଳନା ପାଇଁ ପ୍ରତିଷେଧନାତ୍ମକ ଭାବରେ ନିମ୍ନ ଲିଖିତ କୀଟନାଶକ ସିଞ୍ଚନ କରନ୍ତୁ l ୧୦ ଲିଟର ଜଳ ପିଛା ପ୍ରୋଫେନୋଫସ ୫୦ଇସି @୧୦ ମି.ଲି କିମ୍ବା କ୍ୱିନାଲୋଫସ ୨୫ ଇସି@ ୨୦ ମି.ଲି. ସିଞ୍ଚନ କରନ୍ତୁ l ଲାଗିରହୁଥିବା ପ୍ରଭାବ ଅସୁବିଧାକୁ ଦେଖନ୍ତୁ l ପ୍ରଭାବ ଦୀର୍ଘ ସମୟ ଧରି ଲାଗିରହୁଥିବା କୀଟନାଶକ ଗୁଡିକୁ ଦୂରେଇଦେବା ଆବଶ୍ୟକ l ଏହା ଭାରତର ଆମ୍ବ ଚାଷୀ ମାନଙ୍କର ସୂଚନା ଏବଂ ସଚେତନତା ପାଇଁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
7
0