Looking for our company website?  
AgroStar Krishi Gyaan
Pune, Maharashtra
03 Feb 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆମ୍ବ ଗଛରେ ସମାନ ଭାବରେ ବଉଳ ଆସିବା ପାଇଁ ସମାଧାନ
ଆମ୍ବ ଗଛରେ ସମାନ ଭାବରେ ବଉଳ ଆସିବା ପାଇଁ, ଦ୍ରବଣୀୟ ସାର ୧୩:୦:୪୫ ଅନୁପାତରେ ଲିଟର ପିଛା ୧୦ ଗ୍ରାମ ଏବଂ ଲିଟର ପିଛା ୧.୫ ଗ୍ରାମ ନ୍ୟୁଟ୍ରିବିଲଡ ଚିଲେଟେଡସୁକ୍ଷ୍ମ ପୋଷକ ତତ୍ତ୍ୱଗୁଡ଼ିକୁ ଏକାଠି ମିଶାଇ ସ୍ପ୍ରେ କରିବା ଆବଶ୍ୟକ l ଏହିପରି ସ୍ପ୍ରେ କରିବା ଦ୍ୱାରା ବିଭିନ୍ନ ସମୟରେ ବଉଳ ଆସିବ ନାହିଁ ଏବଂ ଗୋଟିଏ ସମୟରେ ଫଳ ଧରିବ l
0
0