Looking for our company website?  
AgroStar Krishi Gyaan
Pune, Maharashtra
14 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ପିଆଜରେ ଶୋଷା ପୋକ ଏବଂ କବକ ଜନିତ ସମସ୍ୟା ନିୟନ୍ତ୍ରଣ ପାଇଁ ଦ୍ରବଣ
ପିଆଜରେ ଶୋଷା ପୋକ ଏବଂ କବକ ଜନିତ ସମସ୍ୟା ନିୟନ୍ତ୍ରଣ ପାଇଁ ପମ୍ପ ପିଛା ୨୦ ମିଲି କାରାଟେ ଏବଂ ପମ୍ପ ପିଛା ୪୦ ମିଲି ଆନ୍ତ୍ରାକଲ ଦ୍ରବଣ କରି ସିଞ୍ଚନ କରନ୍ତୁ | ଏହି ଦ୍ରବଣରେ ଏକ ଉତ୍ତମ ମାନର ଷ୍ଟିକର ସଂଯୋଗ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
2
1