AgroStar Krishi Gyaan
Pune, Maharashtra
13 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଅମୃତଭଣ୍ଡା ଗଛରେ ମୂଳ କ୍ଷୟର ନିୟନ୍ତ୍ରଣପାଇଁ ଦ୍ରବଣ
ଅମୃତଭଣ୍ଡା ଗଛରେ ମୂଳ କ୍ଷୟର ସମସ୍ୟା ଥିଲେ ସେହି ଗଛର ଭୂମିର ସ୍ତର ନିକଟରେ ଥିବା ଡାଳରେ ଧାନୁକପ ୧ କେଜି, ହ୍ୟୁମିକ ଆଡଭାନ୍ସ ପାଉଡର ୯୫% ଏକର ପିଛା ୫୦୦ ଗ୍ରାମ ଦିଆଯିବା ଉଚିତ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
2
0