AgroStar Krishi Gyaan
Pune, Maharashtra
18 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆଖୁ ଗଜାର ଉପଚାର
ମିଲିବଗ୍‌ ଏବଂ ସ୍କେଲ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ବୁଣିବା ପୂର୍ବରୁ ଗଜାଗୁଡ଼ିକୁ 10ଲିଟର ପାଣିରେ 10 ମିଲି ହାରରେ ଡିମେଥୋଟ୍‌ 30 EC କିମ୍ବା 5 ମିଲି ହାରରେ ଇମିଡାକ୍ଲୋପ୍ରିଡ୍‌ 17.8 SL ଦ୍ରବଣରେ 30 ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
138
0