AgroStar Krishi Gyaan
Pune, Maharashtra
24 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବାଇଗଣ ଗଛ ରୋଇବା ପୂର୍ବରୁ ଚାରା ଉପଚାର
ଚାରା ରୋଇବା ପୂର୍ବରୁ, ଚେରଗୁଡ଼ିକୁ କୀଟନାଶକ ଦ୍ରବଣ (10ଲିଟର ପାଣିରେ 7 ମିଲି ହାରରେ ଇମିଡାକ୍ଲୋପ୍ରିଡ୍‌ 17.8 SL) ରେ ପ୍ରାୟ 30 ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ଶୋଷକ କୀଟର ଆଦ୍ୟ ଆକ୍ରମଣ ବିପକ୍ଷରେ ସୁରକ୍ଷା ଦେବ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
188
7