Looking for our company website?  
AgroStar Krishi Gyaan
Pune, Maharashtra
03 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପାରେ ଜେସିଡ୍ସ ଦ୍ୱାରା ହୋଇଥିବା କ୍ଷତିକୁ ଦେଖନ୍ତୁ ଏବଂ ଏହାକୁ ସ୍ପ୍ରେ କରନ୍ତୁ |
ଉଭୟ ନିମ୍ଫ୍ସ ଏବଂ ବୟସ୍କ କୀଟ ମାନେ ତେରେଛା ଚାଳନ୍ତି ଏବଂ ପତ୍ରଗୁଡ଼ିକରୁ ରସକୁ ଶୋଷିନିଅନ୍ତି | ଫଳ ସ୍ୱରୂପ, ପତ୍ରଗୁଡ଼ିକ କପ୍‌ ଆକାରର ହୋଇଯାଆନ୍ତି | ମୌସୁମୀ ଋତୁ ପରେ ଏହାର ବହୁଳତା ବୃଦ୍ଧି ହୁଏ | ପ୍ରତି 10 ଲିଟର ପାଣିରେ ଆଫିଡୋପାଇରାପେନ୍‌ 50 DC @ 10 ମିଲିଲିଟର କିମ୍ୱା ଫ୍ଲୋନିକାମିଡେ 50 WG @ 6-8 ଗ୍ରାମ୍‌ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
30
0