Looking for our company website?  
AgroStar Krishi Gyaan
Pune, Maharashtra
16 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ସ୍କେଲ କୀଟ ସାଂଘାତିକ ରୂପେ ଗୋଲାପ ଗଛକୁ ସଂକ୍ରମିତ କରିଥାଏ
ସ୍କେଲଗୁଡ଼ିକ ପତ୍ର ,କାଣ୍ଡ ଏବଂ ଛୋଟ ଡ଼ାଳରୁ ରସ ଶୋଷି ନିଅନ୍ତି | ଅତିମାତ୍ରାରେ ସଂକ୍ରମିତ ହୋଇଥିବା ଛୋଟ ଡ଼ାଳଗୁଡିକୁ କାଟି ଦିଅନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ ଏବଂ ପ୍ରତି 10 ଲିଟର ପାଣିରେ ଭରଟିସିଲିୟମ ଲେକାନି, ଏକ କବକ ଆଧାରିତ ଗୁଣ୍ଡ @ 40 ଗ୍ରାମ୍‌ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
5
0