AgroStar Krishi Gyaan
Pune, Maharashtra
15 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଛୋଟ କପା ଗଛଗୁଡ଼ିକୁ ଝିଣ୍ଟିକାରୁ ରକ୍ଷା କରନ୍ତୁ
10ଲିଟର ପାଣିରେ 10 ଗ୍ରାମ ହାରରେ ଏସେଫେଟ୍‌ 75 SP କିମ୍ବା 7 ଗ୍ରାମ ହାରରେ ଏସେଟାମିପ୍ରିଡ୍‌ 20 SP କିମ୍ବା 3 ଗ୍ରାମ ହାରରେ ଫ୍ଲୋନିକାମିଡ୍‌ 50 WG ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
202
8